ତୃତୀୟ ଥର ଜିଲ୍ଲା ବିଜେପି ଉପସଭାପତି ହେଲେ ପୂର୍ଣଚନ୍ଦ୍ର ପାଢ଼ୀ

Dec 24, 2025 - 12:09
 0  63
ତୃତୀୟ ଥର  ଜିଲ୍ଲା ବିଜେପି  ଉପସଭାପତି ହେଲେ ପୂର୍ଣଚନ୍ଦ୍ର  ପାଢ଼ୀ

କନ୍ଧମାଳ,-- ୨୪/୧୨ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା କନ୍ଧମାଳ ଜିଲ୍ଲାରେ ବିଜେପି କୁ ସୁଦୃଢ କରିବା ନିମନ୍ତେ ବିଭିନ୍ନ କର୍ମକର୍ତ୍ତା ଚୟନ କରାଯାଇଛି. କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି ପୂର୍ଣଚନ୍ଦ୍ର ପାଢ଼ୀ ଙ୍କୁ ଜିଲ୍ଲାଉପସଭାପତି ଭାବେ ଚୟନ କରିଛନ୍ତି. ପୂର୍ବରୁ ମଧ୍ୟ ଶ୍ରୀ ପାଢ଼ୀ ଉପସଭାପତି ଭାବେ ଜିଲାରେ ସାଙ୍ଘଠନିକ କାର୍ଯ୍ୟ ସୁଚାରୁ ରୂପେ କରି ଆସୁଥିଲେ. ପୁଣି ଥରେ ଜିଲା ସଭାପତି ତାଙ୍କୁ ଦାୟିତ୍ୱ ଦେଇଥିବାରୁ ଶ୍ରୀ ପାଢ଼ୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କନ୍ଧମାଳ ବିଜେପି ସଭାପତି ପଣ୍ଡିତ ବିଶିମାଝି, ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ