ତୁମୁଡ଼ିବନ୍ଧ ବନାଞ୍ଚଳରେ ଜଳୁଛି ନିଆଁ

Mar 15, 2026 - 18:54
 0  3
ତୁମୁଡ଼ିବନ୍ଧ ବନାଞ୍ଚଳରେ ଜଳୁଛି ନିଆଁ

ତୁମୁଡି଼ବନ୍ଧ ତା 14/3/2026/ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ତୁମୁଡିବନ୍ଧ ବନାଞ୍ଚଳରେ ଗତ କାଲି ରାତିରୁ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଛି l ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ପାରୁ ନାହାନ୍ତି ବନ ଭିବାଗୀୟ କର୍ମଚାରୀ ମାନେ l ଗୋଟେ ପଟେ ନୁହେଁ ଚାରୀ ଆଡ଼େ ନିଆଁ ଲିଭିବାରେ ନା ଧରୁନି ଗତକାଲି ରାତିରେ କେହି ଦୁର୍ବୁତ୍ତ ମାନେ ତୁମୁଡ଼ିବନ୍ଧ ବନାଞ୍ଚଳରେ ନିଆଁ ଲଗାଇ ଦେଇଛି, ନିଆଁ ଲାଗିବା ଦ୍ଵାରା ତୁମୁଡ଼ିବନ୍ଧ ସାରା ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି l ଯଦି ଏହି ଭଳି ଭାବେ ନିଆଁ ଜଳି ରହିବ ତେବେ ରାସ୍ତା ଏବଂ ଗାଁ ଗୁଡ଼ିକ ଧୂଆଁ ମୟ ହେବା ସହିତ ମଶା ମାଛି ଗାଁ ଗୁଡ଼ିକରେ ଭଣ ଭଣ ହେବ, ଦେଖନ୍ତୁ ଦୃଶ୍ୟ କିପରି ନିଆଁ ଲାଗିଛି l

କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ FIRST NEWS ODISHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ