।। ତାଲଗୁଡ ମାଁ ଡକରିବୁଢ଼ି ପୀଠ ରେ ରାମ ନବମୀ ଉତ୍ସବ ।।

Jan 22, 2024 - 15:07
 0  87
।।  ତାଲଗୁଡ ମାଁ ଡକରିବୁଢ଼ି ପୀଠ ରେ ରାମ ନବମୀ ଉତ୍ସବ ।।

ଭାରତ ବର୍ଷ ର ପବିତ୍ର ଶ୍ରୀ ରାମ ନବମୀ ଉତ୍ସବ ଦେଶର ପ୍ରତ୍ୟେକ ଜାଗା ଗାଁ ଗାଁ ମନ୍ଦିର ରେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ତାଲଗୁଡ଼ ଗ୍ରାମ ର ମାଁ ଡୋକରି ବୁଢ଼ୀ ମନ୍ଦିରରେ ଗ୍ରାମ ବାସୀ ଶ୍ରୀ ରାମନବମୀ ଉତ୍ସବ ବହୁତ୍ ଖୁସି ର ସହିତ ପାଳନ କରୁଛନ୍ତି । ଅନେକ ଜାଗାରୁ ଏହି ସ୍ଥାନକୁ ଭକ୍ତ ମନେ ଆସୁଛନ୍ତି ଆଉ ଦର୍ଶନ କରି ଯାଉଛନ୍ତି । ଏହି ପୂଜା ଆଉ ଦୁଇଦିନ ଧରି ଚାଲୁ ରହିବ ବୋଲି ପ୍ରକାଶ ପାଇଛି । ରାମ ନାମ ଯୋପ ଏକ ନୂତନ ମହିଳା କୀର୍ତ୍ତନ ଦଳ ଆଜି ରାମ ଭଗବାନ ଙ୍କ ପୂଜା ଉପଲକ୍ଷେ ଗୁରୁ ଶ୍ରୀ ଯୋଗିନ୍ଦ୍ର ପ୍ରଧନୀ ଶ୍ରୀ କାନ୍ତ ପ୍ରଧାନି ସଭାପତି ଶ୍ରବଣ କୁମାର ଉପ ସଭାପତି ଶ୍ରୀ କର୍ଣ୍ଣ ବିଶି ଗାୟକ ଶ୍ରୀ ଝୁନା ପ୍ରଧାନି ଆଉ ଅକ୍ଷୟ ପ୍ରଧାନୀ ଓ ଅତି ସୁନ୍ଦର ଗାଇକା ଲିଲି ପ୍ରଧାନୀ ସହଯୋଗ କରିଥିଲେ ମାଧବ ବିଶି ସୁଦାମ ପ୍ରଧାନୀ ମାଷ୍ଟର ପ୍ରମୋଦ ମାଝୀ ।

 କଳାହାଣ୍ଡି ଜିଲ୍ଲା ରୁ ରଜନୀକାନ୍ତ ଶଗଡ଼ିଆ ସହ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ