।। ଠିକାଦାର ଜଣଙ୍କ ସରକାରଙ୍କ ଶ୍ରମିକ ନିୟମକୁ ଉଲଘଂନ ଶ୍ରମିକ ଅଂଶୁଘାତରେ ଗୁରୁତର ।।

May 10, 2024 - 07:08
 0  20
।। ଠିକାଦାର ଜଣଙ୍କ ସରକାରଙ୍କ ଶ୍ରମିକ ନିୟମକୁ ଉଲଘଂନ  ଶ୍ରମିକ ଅଂଶୁଘାତରେ ଗୁରୁତର ।।

ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ସୁଭଦ୍ରାଦେଇପୁର ଗ୍ରାମର ମହିଳା ଶ୍ରମିକ ଜନେଶ୍ୱରି ମହାରଣା (୪୫) ଅଂଶୁଘାତରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭଣ୍ଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ସିକିତ୍ସୀତ। ସୂଚନାରୁ ଶ୍ରମିକ ଜଣଙ୍କ ପରିବାର ପ୍ରତିପୋଷଣ ପାଇଁ ୨୫୦ ଟଙ୍କା ଦିନମଜୁରିରେ ସକାଳ ୬ଟାରୁ ଦିନ ଗଟାଏ ଓ ଅପରାହ୍ନ ୨ଟା ରୁ ୫ପର୍ଯୋନ୍ତ ଜଣେ ମୁସଲିମ ଗୃହ ନିର୍ମାଣ କାରୀ ଠିକାଦାର ଅଧୀନରେ ତାଙ୍କ ଘର ସମ୍ମୁଖରେ କମକରୁଥିଲେ। ଠିକାଦାର ଜଣଙ୍କ ଅଧିକ ଗ୍ରୀଷ୍ମ ହେଉଥିଲେବି କାମ କରିବା ପାଇଁ କହୁଥିଲେ।କାମକରୁଥିବା ସମୟୋରେ ହଠାତ୍ ସେ ଅଂଶୁଘାତରେ ଶିକାର ହୋଇ ଅଚେତ୍ ହୋଇଯାଇଥିଲେ ।ସଙ୍ଗେ ସଙ୍ଗେ ତାଙ୍କୁ ଭଣ୍ଡା ଗୋଷ୍ଟି କେନ୍ଦ୍ରକୁ ଆଣି ଚିକିତ୍ସିତ ପରେ ଏବେ ସେ ସୁସ୍ଥ ଅଛନ୍ତି । ସରକାର ସକାଳ ୬ଟାରୁ ୧୦.୩୦ ଅପରାହ୍ନ ୩.୩୦ଠାରୁ ୫ଟା ପର୍ଯୋନ୍ତ କାମ କରିବାର ନିୟମ ରଖିଥିଲେବି ମୁସଲିମ ଠିକାଦାର ଜଣଙ୍କ ସରକାର ଙ୍କ ଶ୍ରମିକ ନିୟୋମକୁ ଖୋଲା ଖୋଲି ଭାବେ ଉଲଙ୍ଘୋନ କରୁଥିବା ଜଣାପଡିଛି । ଏଦିଗରେ ଜିଲ୍ଲା ଅଧିକାରୀ ଧିଆନ ଦେଇ ଶ୍ରମିକ କର ସୁରକ୍ଷାକୁ ଦୃଷ୍ଟିରେ ରଖି ଠିକାଦାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମିକମାନେ ଦାବି କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ