।। ଟାଙ୍ଗେନ ଡ଼ଙ୍ଗର ରେ ନିଆଁ ହୁତୁ ହୁତୁ ହୋଇ ଜଙ୍ଗଲ ଜଳି ପାଉଁଶ ।।

Apr 27, 2024 - 16:33
 0  8
।। ଟାଙ୍ଗେନ ଡ଼ଙ୍ଗର ରେ ନିଆଁ ହୁତୁ ହୁତୁ ହୋଇ ଜଙ୍ଗଲ ଜଳି ପାଉଁଶ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କୋଷାବରା ଗ୍ରାମର ଟାଙ୍ଗେନ ଡ଼ଙ୍ଗର ନିଆଁ ରେ ଜଳୁଛି ଜଙ୍ଗଲ l ନିଆଁ ରେ ଜଳିଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ କୁମ୍ଭ କର୍ଣ୍ଣ ନିଦ୍ରା ରେ ହୋଇଛି ଦକ୍ଷିଣ ବନ ବିଭାଗ l ମୂଲ୍ୟବାନ ଗଛଲତା ପୋଡିଜଳି ପାଉଁଶ ହୋଇଛି l ଏହିପରି ଭାବେ ବନ ବିଭାଗ ବଡ଼ ବଡ଼ିଆ ଅଧିକାରୀ ଓ ବଡ଼ ବାବୁ ନିଦ୍ରାରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଜଙ୍ଗଲ କୁ ସୁରକ୍ଷା ଦେଉଥିବା ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚା ହେଉଛି l ଜଙ୍ଗଲ ସୁରକ୍ଷା ବଦଳରେ ନଷ୍ଟ କରିବାକୁ ବସିଛନ୍ତି ଜଙ୍ଗୁଳି ବାବୁ ମାନେ ବୋଲି ଲୋକେ କହିଲେଣି l ଏହି ଅବହେଳା ଜଙ୍ଗଲୀ ବାବୁ ମାନଙ୍କ କାର୍ଯ୍ୟ କଳାପ କୁ ନେଇ ଉତ୍ସାପଦାଧି କାରି ତଦନ୍ତ କରି କଣ କାର୍ଯ୍ୟନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା l

କଳାହାଣ୍ଡି ଜିଲ୍ଲା ରୁ ମକୁ ନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ