।। ଝଞ୍ଜାବତୀ ନଦୀ ରେ ଭାସି ଜିବା ଘଟଣାରେ ଗର୍ଭବତୀ ଙ୍କ ମୃତ ଦେହ ଉଦ୍ଧାର ।।

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକ ର ଝଞ୍ଜାବତୀ ନଦୀ ରେ ଶନିବାର ଦିନ ଗର୍ଭବତୀ ମହିଳାଙ୍କ ସମେତ ୫ ବର୍ଷର ଝିଅ ଭାସି ଜିବା ଘଟଣାରେ ଆଜି ଗର୍ଭବତୀ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ବର୍ତ୍ତମାନ ସୁଦ୍ଧା ନାବାଳିକାର କୌଣସି ପତ୍ତା ମିଳି ନଥିବା ବେଳେ ଜିଲ୍ଲା ପ୍ରଶାସନ ର ଉପସ୍ଥିତିରେ ଖୋଜା ଖୋଜି ଚଳାଇଛି ଓଡ୍ରାଫ୍ ଟିମ୍।ଘଟଣା ସ୍ଥଳରେ ଉପଜିଲ୍ଲାପାଳ ବେଣୁଧର ଶବର ସହ ବିଡ଼ିଓ ପ୍ୟୁସ ଲୋହାର,ତହସିଲଦାର ସଂଗୀତା ସେନ୍ ଉପସ୍ଥିତ ଅଛନ୍ତି ।
ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






