।। ଜାପାନରୁ ଫେରିବା ପରେ ଶିଳ୍ପ ମନ୍ତ୍ରୀଙ୍କ ପ୍ରତିକ୍ରିୟା ।।

ଜାପାନ ବିଜିନେସ ମିଟ୍ରେ ବଡ଼ ସଫଳତା ମିଳିଛି , ଦେଶର ସର୍ଵ ବୃହତ୍ତମ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ହେବ ରାଜ୍ୟରେ ୩୦ନିୟୁତ ମେଟ୍ରିକ୍ ଟନ୍ ଷ୍ଟିଲ ଉତ୍ପାଦନ ହେବ , ପାୱାର ପ୍ଲାଣ୍ଟରେ ଗ୍ରୀନ ଆମୋନିଆ ଉପରେ ଗୁରୁତ୍ବାରୋପ: ଓଡ଼ିଶାରେ ହେବ ଜାହାଜ ପରିଚାଳନା ହବ୍ , ହବ୍ ପାଇଁ ଜାପାନ ଆଗ୍ରହ ପ୍ରକାଶ କରିଛି , ଖୁବଶୀଘ୍ର ଜାପାନ ପ୍ରତିନିଧୀ ଦଳ ଓଡ଼ିଶା ଆସି କ୍ଷେତ୍ର ପରିଦର୍ଶନ କରିବେ: ପ୍ରତାପ କେଶରୀ ଦେବ ।
What's Your Reaction?






