ଛଞ୍ଚାଣ ନଦୀରେ କେବେ କରିବେ ପୋଲ: ପଥ ଚାରୀଙ୍କ ଦୁଃଖ ନ କହିବା ଭଲ

କଳାହାଣ୍ଡି:ତା:-୨୪/୦୭/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଦୈନଦିନ ଯାତାୟାତ କରୁଥିବା ପଥଚାରୀଙ୍କ ନାହିଁ ନ ଥିବା ଅସୁବିଧା ଭଗୁଛନ୍ତି l ସରକାର ପଥଚାରୀଙ୍କୁ ସମସ୍ୟାକୁ ସୁଧାର ଆଣିବାରେ ଫେଲ l ସରକାର କେବଳ ସହର, ନଗର ଉପରେ ଭାରି ନଜର, ଗ୍ରାମାଞ୍ଚଳରେ ଦେଇ ଥିବା ପ୍ରତିଶୃତି ପାଣିର ଗାର l ତୁମେ ଯାହା ହେଉଛ ହୁଅ ଆମର ଢ଼ୋ ଭୋଳି ରାଜନୀତି କରୁଥିବା ସମସ୍ତ ଗାଁର ୱାର୍ଡ ସଭ୍ୟ ଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ କହନ୍ତି ସବୁ କରିଦେବୁ ହେଲେ ବିଜୟୀ ହୋଇ ଗଦିରେ ବସିଲେ କିଏ କାହାକୁ ପଚାରେ l ଏହି ରାସ୍ତା ଦେଇ ମାଲମାଲ ରାଜନେତା ଓ ଅଫିସର ବାବୁ ମାନେ ଯାଆନ୍ତି l କିନ୍ତୁ ଆଖିଆଡ଼ ଦେଇ ଆଖିରେ ବଡ଼ ବଡ଼ ଚଷମା ଲଗାଇ ଦେଖନ୍ତି, ହେଲେ ଚଷମା ପିନ୍ଧି କି ବି ଏହି ରାସ୍ତାର ସମସ୍ୟା କେଉଁଠି ଖାଲ ତ କେଉଁଠି କଂକ୍ରିଟ ରାସ୍ତା ଢିପ ରହିଛି l ଯଦି କେହି ରୋଗୀକୁ ମଟର ସାଇକେଲରେ ହେଉ ଚାରିଚକିଆ ଜାନ ହେଉ ନେବା ପାଇଁ ହେଲେ ସୁସ୍ଥ ଥିବା ଲୋକଙ୍କୁ ପୁଣି ଅସୁସ୍ଥ ହେବ l ଏହା କୁ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ ଜିଲ୍ଲା ପର୍ଯ୍ୟନ୍ତ ଅଭିଯୋଗ ହେଲା ପରେ ବି କିଛି ସୁଫଳ ମିଳିନି l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ବଲଙ୍ଗୀ ଠାରୁ ବଡଛତ୍ରଙ୍ଗ ଯିବ ମଝିରେ ଥିବା ଛଞ୍ଚାଣ ନଦୀରେ ସରକାର କେବେ କରିବେ ପୋଲ l ଏହି ରାସ୍ତା ଦେଇ ଘୁମେର, ବୁଡେସ, ଶୁକସାନ, ବଲଙ୍ଗୀ, ବିରିକୋଟ, ସେମିଲିପଦର, କେନ୍ଦୁପଡା, ବଡଛତ୍ରଙ୍ଗ ଦୈନନ୍ଦିନ ଯାତାୟାତ କରିଥାନ୍ତି l ଶିକ୍ଷା ପାଇଁ ସାତଗୋଟି ଗାଁର ଛାତ୍ରଛାତ୍ରୀ ବଡଛତ୍ରଙ୍ଗରେ ଥିବା ଉଚ୍ଚ ବିଦ୍ୟାଳୟ କୁ ପାଠ ପଢିବାକୁ ଯାଇଥାନ୍ତି l ଏହି ଅଞ୍ଚଳର ରାସ୍ତା ସମସ୍ୟା କେବେ ସୁଧାର କରିବେ ସରକାର l ଗାଁ ଗାଁକୁ ପକ୍କା ରାସ୍ତା ଡିଡିମ୍ବ ପିଟୁଥିବା ଅହେଉଛି ରାସ୍ତା l ପ୍ରଶାସନର ଦୃଷ୍ଟି କେବେ ପଡିବ ଛଞ୍ଚାଣ ନଦୀ ଉପରେ l ଏହି ଦୃଶ୍ୟ ଦେଖ କେମିତି ହୋଇ ବର୍ଷା ପାଣି ବହିଯାଉଛି l ଏହା କୁ ପ୍ରଶାସନ ତୁରନ୍ତ ସମାଧାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି l ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ପାଇଁବା ରେ ବଞ୍ଚିତ ହେବେ ତାହା ପ୍ରତି ଦୃଷ୍ଟି ଦେବେ ବୋଳି ଅଞ୍ଚଳ ବାସୀ ମତଦାନ ଦେଇଥିଲେ l
What's Your Reaction?






