।। ଛ ଦୋଳ ଯାତ୍ରା ରେ ମା ସମଲେଶ୍ୱରୀ ୟୁଥକ୍ଳବ ଆନୁକୂଲ୍ୟରେ ସର୍ବତ ବଣ୍ଟନ ।।

Mar 16, 2026 - 05:21
 0  4
।। ଛ ଦୋଳ ଯାତ୍ରା ରେ ମା ସମଲେଶ୍ୱରୀ ୟୁଥକ୍ଳବ ଆନୁକୂଲ୍ୟରେ ସର୍ବତ ବଣ୍ଟନ ।।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ଅନ୍ତର୍ଗତ ଟେଣ୍ଟୁଲେଇ ଗ୍ରାମରେ ଠାକୁର ରାଧାକୃଷ୍ଣ ଙ୍କ ବାର୍ଷିକ ଛ ଦୋଳ ଯାତ୍ରା ସମାରୋହ ଅବସରରେ ଉକ୍ତ ଗ୍ରାମର ମା ସମଲେଶ୍ୱରୀ ୟୁଥ କ୍ଳବ(ଗୋପାଳସାହି )ପକ୍ଷରୁ ଦର୍ଶକ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦହି ସରବତ ପଣା ଆୟୋଜନ କରି ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା l ଏଥିରେ ସଭ୍ୟ ଶ୍ରୀ ରଥିଆ ବେହେରା, ରାମଚନ୍ଦ୍ର ଜାଲ, ଅଜିତ କୁମାର ଜାଲ, ମନୋଜ କୁମାର ବେହେରା,ବସନ୍ତ କୁମାର, ସୁଶାନ୍ତ କୁମାର ବେହେରା, ରଞ୍ଜନ ମାହାର , ସତ୍ୟବାନ ବେହେରା, ପବିତ୍ର ମୋହନ ବେହେରା, ଜୁବୁଲୁ ଜାଲ ପ୍ରମୁଖ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଉକ୍ତ କ୍ଳବ ଗ୍ରାମରେ ବିଭିନ୍ନ ପରିବେଶ, ପରିଛନତା କରୁଥିବା ବେଳେ ଆଗାମୀ ଦିନରେ ଆହୁରି ସାମାଜିକ ସାମୁହିକ ବିକାଶ ଦିଗରେ କାର୍ଯ୍ୟକ୍ରମ କରିବ ବୋଲି କ୍ଳବ ସଭାପତି ସାରଥୀ ବେହେରା ଓ ସମ୍ପାଦକ ସମ୍ପାଦକ ଦୀପକ କୁମାର ନହରା ସୂଚନା ଦେଇଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ