।। ଗୁଗାଗୁଡା ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Mar 8, 2024 - 12:11
 0  12
।। ଗୁଗାଗୁଡା ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଚନ୍ଦକା ପଞ୍ଚାୟତ ଅନ୍ତର୍ଗତ ଗୁଗାଗୁଡା ଆଶ୍ରମ ବିଦ୍ୟାଳୟ ଠାରେ ଆଜି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ୍ କୁମାର୍ ତାଣ୍ଡି ଓ ଉପସ୍ଥିତ ରହିଥିଲେ ଡ଼ିଆଇ ଗୋବିନ୍ଦ ଚନ୍ଦ୍ର ସେଟି ଓ ସମ୍ମାନୀତ ପଟାଙ୍ଗି ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅନିଲ୍ ସେଠୀ, ଅତିଥି ମିନତି ଖରା ଚନ୍ଦକା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ , ମିନତି ଦେଇ ପୁକାଳି ଆଶ୍ରମ ବିଦ୍ୟାଳୟ , ଲାଉଡି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵନାଥ ଦିଶାରୀ, ଦଶମନ୍ତପୁର ବ୍ଲକ ଅଧିନରେ ରହିଥିବା ବକଡା ଗୁଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଜଗଦୀଶ ଖରା ଓ ସିଫାଇପୁଟ ପ୍ରଧାନ ଶିକ୍ଷକ, ଚମ୍ପାଖେନ୍ଦା ପ୍ରଧାନ ଶିକ୍ଷକ, ଦେଓ ପଟାଙ୍ଗି ପ୍ରଧାନ ଶିକ୍ଷକ , ମନମଦ ସକରିୟା, କେ ଶ୍ରୀନିବାସ ଏହି କାର୍ଯ୍ୟକ୍ରମକୁ ବହୁତ ସୁନ୍ଦର ଭାବରେ ପରିଚାଳନା କରିଥିଲେ ତାହା ସହିତ ଆସିଥିବା ଅତିଥି ଗଣ ଙ୍କୁ ସ୍ଵାଗତ କରି ମଞ୍ଚରେ ନିମନ୍ତ୍ରଣ କରିଥିଲେ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର କିଛି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଜଗଦେଇ ଆନନ୍ଦ ରେ ଖୁସି ଅନୁଭବ କରିଥିଲେ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଗୁଗାଗୁଡା ଆଶ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସ୍ଵର୍ଣ୍ଣ ସହଜଗ କରିଥିଲେ ଏହି କାର୍ଯ୍ୟକ୍ରମର ସେଷରେ ଆସି ଥିବା ଅତିଥି ଗଣ ଓ ଛାତ୍ର ଛାତ୍ରୀ ମାନଙ୍କ ମାତା ପିତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସ୍ଥାନୀୟ ଗୁଗାଗୁଡା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାୟକ।

 କୋରାପୁଟ ରୁ ରୁପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ