।। ଗାୟତ୍ରୀ କଲୋନୀରେ ପୂଜା କମିଟି ତରଫରୁ ଏକୋ ମୋହା ଦୀପ ଯଜ୍ଞର ଆୟୋଜନ ।।

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଗାୟତ୍ରୀ କଲୋନୀରେ ଆଜି ଗଣେଶ ପୂଜା କମିଟି ତରଫରୁ ଏକୋ ମୋହା ଦୀପ ଯଜ୍ଞର ଆୟୋଜନ ହୋଇଥିଲା ୬ ହଜାର ଦୀପ ଯଜ୍ଞ କୁ ସେମେଲିଗୁଡ଼ାର ସମସ୍ତ ଭକ୍ତ ଉପିଷ୍ଟିତ ରହି।ଶ୍ରୀ ଶ୍ରୀ ଶ୍ରୀ ବିନୟକଙ୍କ ଯଜ୍ଞ କୁ ସମ୍ପନ୍ନ କରିଥିଲେ l ଏଥିରେ ଗାୟତ୍ରୀ କଲୋନୀରେ ସୋମୋଷ୍ଟ କୁକର୍ତା ରାଜୁ ,ବିଟୁ ,ସୁରେନ୍ଦ୍ର, ଟୁନା ,ପ୍ରଫୁଲ୍ଲ ସନ୍ତୋଷ, କୁନା ,ବାବୁ ,ଶଙ୍କର ସୁନିଲ ଓ ଉପଦେଷ୍ଟା ରବୀନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଆୟୋଜନ କରାଯାଇଥିଲା l ଆସନ୍ତା ଗୁରୁବାର ଦିନ ଏକୋ ମହା ପ୍ରୋଷଦର ଆୟୋଜନ କରିବା କୁ ସ୍ତିର ମଧ୍ୟ କରାଗଲା ।
ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






