ଗଣେଶ ପୂଜା ପାହିଁ ଚଳ ଚଞ୍ଚଳ ଗାଁ ଠୁ ସହର

Sep 8, 2024 - 13:49
 0  12
ଗଣେଶ ପୂଜା ପାହିଁ ଚଳ ଚଞ୍ଚଳ ଗାଁ ଠୁ ସହର

ଆଜି ପ୍ରତେକ ଗାଁ ରେ ଶ୍ରୀ ଗଣେଶ ପୂଜା ପାଉଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ର ପ୍ରତେକ ଗାଁ ହେଉ କୀ ଇସ୍କୁଲ ହେଉ ଚାଲିଛି ଗଣେଶ ପୂଜା ସରକାରୀଉନ୍ନୀତ ବିଦ୍ୟାଳୟ, ପେଟା ଠାରେ ଗଣେଶ ପୂଜା ଭଉତ ଉଚ୍ଚାହର ସହିତ କରିଛନ୍ତି ଶିକ୍ଷକ ଶିକ୍ଷତ୍ରି ଓ ଛାତ୍ର ଛାତ୍ରୀ, ହାଟପେଟା ଛକ ଠାରେ ଭି ଦେଖିବାକୁ ମିଳିଥିଲା, ରାଣୀତଟା ଗ୍ରାମ ବାସୀ ମଧ୍ୟ୍ୟ ଭଉତ ଦୁମ୍ ଦାମ୍ ରେ ଦଶରା ମଣ୍ଡପ ରେ ଗଣେଶ ପୂଜା କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି,କାପୁଗୁଡା ରେ ମଧ୍ୟ୍ୟ ସେମ୍ ଦୃଶ୍ୟ,ଓ ଆକ ପାକ ଗାଁ ଗୈଳୀରେ ଶ୍ରୀ ଗଣେଶ ଙ୍କ ପୂଜା ଅର୍ଚନା ଚାଲିଛି ।

ଲମତାପୁଟ ସୁବାଷ ମାଳି ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ