।। ଖବର ପ୍ରକାଶ ପରେ: ମରାମତି ହେଲା ବରୁଆଁ-ବରୀ ରାସ୍ତା, ସଧାରଣରେ ଖୁସି ।।

Nov 6, 2024 - 07:06
 0  6
।। ଖବର ପ୍ରକାଶ ପରେ: ମରାମତି ହେଲା ବରୁଆଁ-ବରୀ ରାସ୍ତା, ସଧାରଣରେ ଖୁସି ।।

ଯାଜପୁରମରାମତି ଅଭାବରୁ ଶୋଚନୀୟ ହୋଇ ପଡ଼ିଥିଲା ବରୁଆଁ-ବରୀ ରାସ୍ତା । ବ୍ୟସ୍ତ ବହୁଳ ଏହି ରାସ୍ତା ଖାଲ ଖମାରେ ପୂର୍ଣ୍ଣ ହୋଇଥିଲା । ରାସ୍ତାର ଏହି ଶୋଚନୀୟ ସବସ୍ଥା ଗାଡି ଚାଳକଙ୍କ ସମସ୍ୟା ବଢ଼ାଇ ଦେଇଥିଲା । ଏ ନେଇ "ଓରାମା ନ୍ୟୁଜ"ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଏହି ରାସ୍ତାର ମରାମତି ହୋଇଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ