କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ
କୋରାପୁଟ ଜିଲ୍ଲା ନନ୍ଧପୁର ବ୍ଲକ ଅନ୍ତର୍ଗତ ହିକିମପୁଟ ଗ୍ରାମପଞ୍ଚାୟତ ଆଜି ମାରଡା ସେବାଶ୍ରମ ବିଦ୍ୟାଳୟ ପରିସରରେ ଏକ ପେଡ୍ ମା ନାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ବିଦ୍ୟାଳୟ ସଭାପତି, ଉଦୟନାଥ ଦିଶାରି ପ୍ରଧାନଶିକ୍ଷକ ସହ ସମସ୍ତ ଶିକ୍ଷକମାନେ ଉପସ୍ଥିତ ରହିଥିଲେ। ପ୍ରାୟ ୨୦୦ରୁ ଅଧିକ ବୃକ୍ଷ ରୋପଣ କରାଗଲା। ଛାତ୍ରଛାତ୍ରୀମାନେ ମଧ୍ୟ ସକ୍ରିୟ ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସନ୍ଦେଶ ନିମନ୍ତେ ବୃକ୍ଷ ରପଣ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ୭୫ ବର୍ଷ ପୁରୁତିରେ ଆଜି ମୋଦିଜୀ ଙ୍କ ଆଭାନ୍ କ୍ରମେ ଲୋକଙ୍କୁ ସଚେତନତା କରିବା ଜରୁରି ବୋଲି ଭାରତ ଦେଶରେ ପାଳନ କରିଛନ୍ତି ଆଜି କୋରାପୁଟ ଜିଲ୍ଲାର ବିଭିନ୍ନ ଜାଗାରେ ବୃକ୍ଷରୋପଣ କରାଗଲା ।
କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0