କୁର୍ଲି ଗ୍ରାମରେ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟନ

Apr 23, 2023 - 19:58
Apr 23, 2023 - 20:04
 0  14
କୁର୍ଲି ଗ୍ରାମରେ  କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟନ

।। କୁର୍ଲି ଗ୍ରାମରେ ଟୁର୍ନାମେଣ୍ଟ ଆୟୋଜନ ।। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆମ୍ପାବାଲି ଗ୍ରାମପଞ୍ଚାୟତ କୁର୍ଲି ଗ୍ରାମରେ ଯୁବ ବନ୍ଧୁ ଏକ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ ଏବଂ ଭଵ୍ୟ ସ୍ୱାଗତ ସହିତ ପଡିଆ କୁ ନେଇଥିଲେ ଆଜି ଫାଇନାଲ ଖେଳରେ ପଟ୍ଟାଙ୍ଗି ସହ ଲାଉଡ଼ି ମୁକାବିଲା ଥିଲା ପଟ୍ଟାଙ୍ଗି ବିଜୟ 157ରନ ଲାଉଡ଼ି ପରାଜୟ 93 12ଓବର ମ୍ୟାଚ 16ଟିମ ଖେଳିଥିଲେ ଅଥିତି ସାମ୍ବା ପାଙ୍ଗି, ମୋହନ ଜାନି, ଜଗଦୀଶ ବାଘ, ଅଶୋକ କନ୍ଧପାନ, ଆନନ୍ଦ କୁଲଦୀପ ପେଟୁରୁ ସରପଞ୍ଚ ପ୍ରାଥୀନିଧି ଦାନିଏଲ ବାଙ୍କା, ତ୍ରିନାଥ ଗାଣ୍ଡାରୀ, ଶେଖର ରାଓ, ଭୂମା ଭାଇ, ଲକ୍ଷଣ ଭାଇ, ପ୍ରସାଦ ଭାଇ, ପଂଚାୟତ କଂଗ୍ରେସ ସଭାପତି, ଏବଂ ଅଞ୍ଚଳର ଅନେକ ଯୁବ କଂଗ୍ରେସ ସାଥି ଉପସ୍ଥିତ ଥିଲେ ଏଥି ସହ ଶତାଧିକ ଦର୍ଶକ ବନ୍ଧୁ ଉପସ୍ଥିତ ରହିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ