।। କିଆପଦାର ରାସ୍ତା ରେ ଗଛ ପଡି ମୃତ୍ୟୁ ।।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଲାଟିଆ ଗୁଡା ଗ୍ରାମ ର ତପନ ନାଏକ କିଆଁ ପଦର jio ତାୱାର ରେ କାମ କରୁ ଥିଲେ, ସେହି ସମୟରେ କୋଣନସି କାମରେ ଭବାନୀପାଟଣା ଯାଉ ଥିବା ସମୟରେ କିଆଁ ପଦର ରାସ୍ତା ରେ ଗଛ ପଡି ଯିବାରୁ ବହୁତ ଗୁରୁତ୍ୱ ଅବସ୍ଥା ରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ ରେ ଭର୍ତି କରା ଯାଇ ଥିଲା, ଦୂର ଭାଗ୍ୟ ଜଗୁ ବଞ୍ଚି ପାରିଲେ ନାହିଁ ।
ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ୍ ଓଡ଼ିଶା
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
1
Wow
0