।। କାର ଗାଡ଼ି ଧକ୍କାରେ ୮ ବର୍ଷ ଝିଅ ର ଚେତା ଫେରୁନି ।।

Mar 6, 2024 - 20:07
 0  252
।। କାର ଗାଡ଼ି ଧକ୍କାରେ ୮ ବର୍ଷ ଝିଅ ର ଚେତା ଫେରୁନି ।।

କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଳକ, ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତ ଅ୍ତର୍ଗତ ଲାଖୋବାହାଲି ଗ୍ରାମରେ ଗୋଟିଏ ଝିଅ କୁ ମାରୁତି ସୂଜୁକି ଡିଯାଇର କାର ଗାଡ଼ି ଧକ୍କା ଦେଇ ଲାଖବାହାଲି ପାଖ ଟ୍ରିଖୁଟିପଡ଼ା ନିକଟ ଜଙ୍ଗଲ ଭିତରେ ଗାଡ଼ି ଛାଡ଼ି ଫେରାର ହେଇଥିବା ଜଣା ପଡିଛି । ଜଙ୍ଗଲ ଭିତରେ ଖାଲି ଗାଡ଼ି ପଡ଼ି ରହିଛି ।ଲାଖୋବାହାଲି ଗ୍ରାମବାସୀ ଗାଡ଼ି କୁ ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ଲାଖୋବାହାଲି ଗ୍ରାମର କିଛି ଲୋକ ଝିଅ କୁ ଜୟପାଟଣା ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସାର ବ୍ୟବସ୍ଥା ଚାଲିଛି । ଫଳରେ ଝିଅ ଅଚେତ୍ ଅଛି ବୋଲି ଜଣାପଡିଛି ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ