।। କମ୍ୟୁନିଟି ହଲ ପରିସର ଠାରେ ଶିଳ୍ପ ଉଦ୍ୟୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Nov 18, 2023 - 19:48
Nov 18, 2023 - 20:06
 0  69
।। କମ୍ୟୁନିଟି ହଲ ପରିସର ଠାରେ ଶିଳ୍ପ ଉଦ୍ୟୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ମନିଗୁଡା ‌‌, ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ ସ୍ଥିତି କମ୍ୟୁନିଟି ହଲ ପରିସର ଠାରେ ଶିଳ୍ପ ଉଦ୍ୟୋଗୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଆଜିର ଏହି କାର୍ଯ୍ୟକ୍ରମରେ ଉଦ୍ୟୋଗୀ ସଂପର୍କରେ ବିଷୟରେ ବୁଝାଇଥିଲେ ରାଜ୍ୟର ଗ୍ରାମଞ୍ଚଳର ଯାହାର ଜନ ସଂଖ୍ୟା କୋଡ଼ିଏ ହଜାରରୁ କମ୍ ହୋଇଥିବ ଓ ଵାସ କରୁଥିବା ଆଗ୍ରହୀ ବ୍ୟକ୍ତି ଵିଶେଷ,ସମଵାୟ ସମିତି,ସ୍ଵୟ଼଼ ସହାୟକ ଗୋଷ୍ଠୀଙ୍କ ଦ୍ବାରା ସର୍ବାଧିକ ପଚାଶ ଲକ୍ଷ ପୁଞ୍ଜି ବିନିଯୋଗରେ ଖଦି ଗ୍ରାମୋଦ୍ୟୋଗ ଆୟୋଗଙ୍କ ଦ୍ବାରା ଅନୁମୋଦିତ ଗ୍ରାମ୍ୟ ଶିଳ୍ପ ପ୍ରତିଷ୍ଠା କାର୍ଯ୍ୟ ତ୍ବରାନ୍ବିତ କରି ଶିଯିତଵେକାର , ଯୁବତୀ,କୁଶଳୀ କାରୀଗର ତଥା ଅଣକୁଶଳୀ ଜନସାଧାରଣଙ୍କ କର୍ମଯୋଗଣା ଦ୍ବାରା ରୋଜଗାରଯମ କରିଵା ପାଇଁ ମଜର୍ଯ୍ୟରାଶି ବାବଦରେ ଅନୁଦାନ କରା ଯାଇଛି ନେଇ ଶ୍ରୀ ସାହୁ କହିଥିଲେ।କେନ୍ଦ୍ର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଏଥିରେ ମୁଖ୍ୟ ବକ୍ତା ଭାଵେ ଡକ୍ଟର ଵିଦୁଶ କୁମାର ସାହୁ,ଜିଆଇଟି ଇନ୍ଭଭରସିଟ ଗୁଣପୁର କଢିନଟର ନିଜର ବକ୍ତବ୍ୟ ରଖିଥିଲେ, ଏଥିରେ ସେ ଜନ ସଚେତନତା ବିଷୟରେ ଭାଷଣ ମାଧ୍ୟରେ ବୁଝାଇଥିଲେ କାହିଁକି ଦରକାର ଏହାର ଲାଭ ଏବଂ ଏହାକୁ କିଭଳି ଆବେଦନ କରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ ଉଦ୍ୟୋଗୀ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ବିଭିନ୍ନ ଯୋଜନା ଗୁଡିକ ଉଦ୍ୟୋଗୀ ମାନଙ୍କୁ ଅଵଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସହ ନିର୍ଦ୍ଦେଶକ କୋଡ଼ି ରନମ ସଭାକୁ ପରିଚାଳନା କରିଥିଲେ ଏବଂ ଏହି ସଭାରେ ମୁନିଗୁଡ଼ା ବ୍ଲକର ଶିଳ୍ପ ଅଧିକାରୀ ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକଙ୍କ ସଵା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଜନ ଜାତି ଗୌରବ ଦିବସର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ