।। କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ଏକ କୋଇଲା ବୋଗୀ ରେ ଲାଗିଲା ନିଆଁ ।।

Nov 21, 2023 - 16:28
 0  19
।। କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ଏକ କୋଇଲା ବୋଗୀ ରେ ଲାଗିଲା ନିଆଁ ।।

ବଲାଙ୍ଗୀର ଜିଲ୍ଲା,,,ଆଜି ସକାଳେ କଣ୍ଟାବାଞ୍ଜି ଷ୍ଟେସନ ରେ ଏକ କୋଇଲା ବଗି ରେ ନିଆଁ ଲାଗି ଯାଇଥିଲା ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ପହଂଚି ନୁଆଁ କୁ ଆୟତ କରୁଛନ୍ତି l କୋଇଲା ବୋଝେଇ ଟ୍ରେନ ରେ ଅଲଗା ବୋଗୀ କୁ ନିଆଁ ଲାଗି ଥିବାର ଅନୁମାନ କରି ଅଗ୍ନି ଶମ ବିଭାଗ ଯାଞ୍ଚ କରୁଛନ୍ତି ।କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ , ତୁରେକେଲା ନିକଟରେ ଟ୍ରେନରେ ଲାଗିଥିଲା ନିଆଁ , କାରଣ ଅସ୍ପଷ୍ଟ , ରାୟପୁର ରୁ ବିଶାଖାପାଟଣା ଯାଉଥିବା କୋଇଲା ବୋଝେଇ ଅଗ୍ନିକାଣ୍ଡ କଣ୍ଟାବାଞ୍ଜି ଷ୍ଟେଶନ ରେ ନିଆକୁ ଆୟତ୍ତ କଲେ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ। କାହାର ଅବହେଳା ଯୋଗୁଁ ସରକାର ର କୋଟି କୋଟି ଟଙ୍କାର ନଷ୍ଟ ହେଲା , ଏହାର ବଡ଼ ଧାରଣ ର ତଦନ୍ତ ହେବା ପାଇଁ ସାଧାରଣ ରେ ଦାବି ହେଉଛି ।

କଣ୍ଟାବାଞ୍ଜି ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ