।। ଓଡିଶା ଯୁବ ସାଂକୃତିକ ସଂସଦ ର ମାନସୀ ପ୍ରଧାନ ଘର ଘର ବୁଲି ଦଶହରା ଭେଟି କଲେ ।।

Oct 7, 2024 - 11:26
 0  14
।। ଓଡିଶା ଯୁବ ସାଂକୃତିକ ସଂସଦ ର ମାନସୀ ପ୍ରଧାନ  ଘର ଘର ବୁଲି ଦଶହରା ଭେଟି କଲେ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନସ୍ତ ତଳ ଆମପଦର ଗ୍ରାମ ପଞ୍ଚାୟତ ରେ ଥିବା ଗାଁ ଗାଁ କୁ ଘରେ ଘରେ ଥିବା ଘର ମୁଖ୍ୟ କିମ୍ବା ପରିବାର ଥିବା ସଦସ୍ୟ ଜଣ ଙ୍କୁ ଚାଉଳ, ଡ଼ାଲି, ଚୁଡା, ଗୁଡ଼, ସାବୁନ, ସାରଫ ଏହି ସବୁ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଦେଇ ଆଜି ତଳ ଆମପଦର ପଂଚାୟତ ର ପ୍ରାୟ 6ଟି ଗାଁ କୁ ବ୍ୟକ୍ତି ଗତ ଭାବରେ ବାଣ୍ଟି ଥିଲେ l ଏଥିରେ ଥୁଆମୂଳ ରାମପୁର ବ୍ଲକ ର କିଛି ସମାଜ ସେବି ମାନେ ସହଯୋଗ କରି ଥିଲେ,l ଶ୍ରୀ ମତୀ ମାନସୀ ପ୍ରଧାନ ନିଜେ ନିରୀହ ଗରିବ ଲୋକଙ୍କ ପାଖରେ ଯାଇ କିଛି ସୁଖା ଖାଦ୍ୟ ବାଣ୍ଟି ଦେଇଥିବା ଦେଖିବାକୁ ମିଳିଛି l ଏଠାରେ ଅନାଥ ପୁଅ ଝିଅ , ବୁଢା, ବୁଢ଼ୀ,ବିଧବା ମହିଳା ଭୋଳି ଲୋକଙ୍କୁ ସହାୟତା ମିଳିବାରୁ ବହୁତ ଖୁସି ହୋଇ ଅଞ୍ଚଳ ବାସି ଏପରି କେହି ବି କରି ନାହିଁ ବୋଲି ପ୍ରକାଶ କରିଥିଲେ ସ୍ଥାନୀୟ ଭଦ୍ର ବ୍ୟକ୍ତି, ସମାଜ ସେବୀ ଗଣ lଏହାକୁ ନେଇ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି l

କଳାହାଣ୍ଡି ଜିଲ୍ଲା ରୁମକୁନ୍ଦ ନାଏକ ଙ୍କସହ ବାଲେଶ୍ୱର ନାଏକ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ