ଆଜି ପଣ୍ଡିତରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଏକ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ

Jul 22, 2025 - 16:17
 0  85
ଆଜି ପଣ୍ଡିତରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଏକ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି ପଣ୍ଡିତରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଏକ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଉଛି । ଏହି ମେଡିକାଲ କଲେଜର ଜଣେ DMLT ଛାତ୍ରଙ୍କ ରାସ୍ତା ଦୁର୍ଘଟଣା ରେ ମୃତ୍ୟୁ ହୋଇଯାଇଥିଲା ଙ୍କ ଶ୍ରାଦ୍ଧ ବର୍ଷିକ ଦିବସରେ DMLT ଏବଂDMRT ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେଏହି ରକ୍ତ କେମ୍ପ ର ଆୟୋଜନ ହୋଇଥିଲା ଏଥିରେ ପାଖାପାଖି ଶହେ ଈଉନିଟର ରକ୍ତ ସଂଗ୍ରହ ହୋଇଅଛି । ରକ୍ତ ଦେବା ଦ୍ଵାରା କଣଉପକାର ହୁଏ ଏ ଉପରେ ରକ୍ତ ଦାତା ମାନେ ବିସ୍ତୃତ ବିବରଣୀ ଦେଇଥିଲେ । ଡଃ ରବିନ୍ଦ୍ର ମିଶ୍ର, ଡଃ କିଶୋର ଆଚ।ର୍ଯ୍ୟ ଡଃ ଇନ୍ଦ୍ରାଣି ମହାନ୍ତି, ଡଃ ପ୍ରମିତ।ସାହୁ, ଏବଂ ବ୍ଲଡ ବ୍ୟାଙ୍କ ଅଫିସର ଡଃ ସୌମ୍ୟରଞ୍ଜନ ନା ଏକ, ଏବଂ ଦେବବ୍ରତ ପରିଡା, ଗୀତ।ଞ୍ଜଳି ରାଉତ ତଥା ସମସ୍ତ କର୍ମଚାରି ଚ୍ଛାତ୍ର ଛାତ୍ରି ଉପସ୍ତିତଥିଲେ।

ଗୌର ଦାସଗିରି-ବାରିପଦା,ମୟୂରଭଞ୍ଜ

What's Your Reaction?

Like Like 4
Dislike Dislike 0
Love Love 3
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ