ଅଚଳ ଅବସ୍ଥାରେ ପଡ଼ି ରହିଛି ନଳକୂଅ ଖରା ତାତିରେ ଶୋଷ ମେଣ୍ଟାଇବା ପାଇ ପାଣି ବୁନ୍ଦାଏ ମିଳୁନି
କନ୍ଧମାଳ /୯/୪/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ନିଆଁ ତାତି ଗରମ ଆରମ୍ଭରୁ ପାନୀୟ ଜଳର ସଙ୍କଟ ଦେଖାଦେଲା ମୁଖ୍ୟ ରାସ୍ତା କଡ଼ରେ ଥିବା ନଳକୂଅ ଅଚଳ ଅବସ୍ଥାରେ ପଡ଼ି ରହିଛି ଏତି ପ୍ରତି କାହାର ନଜର ନାହିଁ I ଏପରି ଏକ ଅଭାବନ୍ୟ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ଅନ୍ତର୍ଗତ ଗବରନଳା ଠାରେ ଥିବା ନଳକୂପ ଦୁଇ ମାସରୁ ଉର୍ଦ୍ଧ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି। ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ମରାମତି ପାଇଁ ଦାବି କରିଛନ୍ତି ଗବରନଳା ସାହିରୁ ଗାଲୁ ବିନ୍ଧାଣୀ ତପଇ ବିନ୍ଧାଣୀ ନାଭିଦତ୍ୟ କହଁର I ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରିବେ ଅପେକ୍ଷାରେ ଅଛନ୍ତି ଅଞ୍ଚଳ ବାସି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0