।। ICAR ତରଫରୁ ଗ୍ରାମରେ ଝୋଲାକୁଣ୍ଡି ଅଦିନିଆ ସମୟରେ ବ୍ୟବହାର ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।।

Feb 1, 2024 - 16:31
 0  15
।। ICAR ତରଫରୁ ଗ୍ରାମରେ ଝୋଲାକୁଣ୍ଡି ଅଦିନିଆ ସମୟରେ ବ୍ୟବହାର ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।।

ତାରିଖ 01.02.24 କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ଚାଲାଣପୁଟ ଠାରେ ICAR ତରଫରୁ ଗ୍ରାମରେ ଝୋଲାକୁଣ୍ଡି ଅଦିନିଆ ସମୟରେ ବ୍ୟବହାର ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିଥିଲେ l ଉପସ୍ଥିତ ଥିଲେ ବରିଷ୍ଠ ବୈଜ୍ଞାନିକ ଜ୍ୟୋତିପ୍ରଭା ଦାସ ଜ୍ୟୋତିର୍ମୟୀ ଲେଙ୍କା ସହାୟକ ମୁଖ୍ୟ ବୈଷୟିକ ଅଧିକାରି ଗୋଲକ ବିହାରୀ ନାଇକ ବରିଷ୍ଠ ବୈଷୟିକ ଅଧିକାରୀ ଜର୍ଜ ବାଲାଜୀ ଅନ୍ୟାନ୍ୟ ସହକାରୀ ଅଧିକାରୀ ଉପସ୍ଥିତ ଥିଲେ l 70 ଜଣ ଚାଷୀ ମାନଙ୍କୁ ବାଇଗଣ ଭେଣ୍ଡି ମଟର ଧନିଆ ବିହନ ମାଗଣାରେ ପ୍ରଦାନ କରିଥିଲେ l ଜଳ ସଂରକ୍ଷଣ ପାଇଁ ଗୁରୁତ୍ୱ ଦେବା ସହ ବୈଷୟିକ ପଦ୍ଧତିରେ ଚାଷ ଜୈବିକ ପଦ୍ଧତିରେ ଚାଷ କରିବାକୁ ଚାଷୀଙ୍କୁ ଅବଗତ କଲେ ସରପଞ୍ଚ ପିତାମ୍ବର କିର୍ସାନୀ l

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ