।। ୱାର୍ଡ ନo-18ରେ ଥିବା ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ଢୋଲକିଆଙ୍କ ଦ୍ୱାରା 15 ଲକ୍ଷ୍ୟ ମଞ୍ଜୁର ।।

Oct 16, 2023 - 12:02
 0  36
।। ୱାର୍ଡ ନo-18ରେ ଥିବା ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ଢୋଲକିଆଙ୍କ ଦ୍ୱାରା 15 ଲକ୍ଷ୍ୟ ମଞ୍ଜୁର ।।

ନୂଆପଡା : ଖରିଆର ରୋଡ ୱାର୍ଡ ନo-18ରେ ଥିବା ରାଧେଶ୍ୟାମ ଘର ଠାରୁ ମୋହନ ଗଳି ପର୍ଯ୍ୟନ୍ତ ଯିବାକୁ ରାସ୍ତା ଅତି ଦୟନୀୟ ତଥା ଖାଲ ଖମାରେ ପୁରିଥିବାବେଳେ ବହୁ ବର୍ଷର ଦାବି ଆଜି ପୁର୍ଣ ହୋଇଥିବାବେଳେ ପଡାବାସୀ ଅନେକ ଅନେକ ଧନ୍ୟବାଦ ମନ୍ତୀଙ୍କୁ ଜଣlଇଛନ୍ତି l ଏହି ରାସ୍ତାରେ ବର୍ଷl ହେଲେ ଖାଲଖମାରରେ ପାଣି ଭର୍ତି ସହ ଯିବା ଆସିବା ପାଇଁ ଲୋକଙ୍କ ଅସୁବିଧା ହୋଇଥିବାଳେ ଆଜି ମନ୍ତ୍ରୀ ଶ୍ରୀ ଢୋଲକିଆ ଏହି ରାସ୍ତା କୁ ନିର୍ମାଣ ପାଇଁ ଶୁଭ ଦେଇଥିବେଳେ ରାସ୍ତା ହେଲେ ଯିବା ଆସିବା ରାସ୍ତା ସହ ଡେରେନର ବ୍ୟବସ୍ଥା କରଯିବl ସହ ନାଳୀର କରଯାଇବା ବୋଲି ମନ୍ତ୍ରୀ କହିଛନ୍ତି l ଏହି ରାସ୍ତାକୁ ନିର୍ମାଣ ପାଇଁ 15 ଲକ୍ଷ୍ୟ ମଞ୍ଜୁର କରଯାଇଥିବାର ମନ୍ତ୍ରୀ କହିଛନ୍ତି ଉକ୍ତ ଅବସରରେ ଉପନଗରପାଳ ବଣ୍ଟି ଡାଗା, ପାର୍ଷଦ ରାମ ସୋନି, ସୁନୀଲ ତିୱାରୀ, ଶେଖର ଜୈନ, ଗଙ୍ଗା ସାହୁ, ଗୋଲୀ ତିୱାରୀ, ଶୁଭେନ୍ଦୁ ରଥ, ପିୟୁଷ ଗୋବର୍ଧନ ଏବଂ ଅନେକ ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ