୩୨ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ

Nov 25, 2025 - 08:07
 0  13
୩୨ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୪.୧୧.୨୦୨୫ ରିଖ: ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରି ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ନେତୃତ୍ୱ ରେ, ୧. ଖାତିଗୁଡ ଥାନା ଅର୍ନ୍ତଗତ ବିରୀଗୁଡା ଗ୍ରାମରେ ଚଢ଼ାଉ କରି, ଜଣେ ପୁରୁ ଆସାମୀ ନିକଟରୁ ୧୪ ( ଚଉଦ ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା, ଆସାମୀ କୁ ଘଟଣା ସ୍ଥଳରେ ୩୫ BNSS ରେ ଛାଡି ଦିଆ ଗଲା ! ୨. ଖାତି ଗୁଡା ଥାନା ଅନ୍ତର୍ଗତ ଲାଉଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ପୁରୁଷ ଆସାମୀ ନିକଟରୁ ୧୮ ( ଅଠର ) ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଗଲା ! ଆସାମୀ କୁ ମାନ୍ୟବର SDJM ଙ୍କ ଅଦାଲତ ରେ ହାଜର କରାଗଲା, vide PR No- 95/2025-26 ଓ 96/2025-26 of Inspetor of Excise Nabarang pur Range ରେ ମକଦ୍ଦମା ରୁଜୁ କରାଗଲା ! ଏହି ଚଢାଉରେ ରଞ୍ଜି ଜାନି, ରିସମା ସୁନା ଓ ଅକ୍ରମ ଖାଁ, ସହଯୋଗ କରି ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ