।। ସ୍ଵତନ୍ତ୍ର ଗ୍ରାମସଭା ମହିଳା ବିକାଶ ମଞ୍ଚ ।।

Jun 27, 2024 - 17:18
 0  9
।। ସ୍ଵତନ୍ତ୍ର ଗ୍ରାମସଭା ମହିଳା ବିକାଶ ମଞ୍ଚ  ।।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ରେ ଅନୁଷ୍ଠିତ କରାଯାଇଥିଲା 11ଗୋଟି ୱାର୍ଡ ର SHG ମା ମାନେ ଓ ଏ ମ୍ ବି କେ ଦି ଦି ମାନେ ଓ ସରକାରୀ କର୍ମକର୍ତା ଉପସ୍ଥିତରେ ପ୍ରତେକ କାମକାର୍ଯ୍ୟ ବିଷୟ ରେ ନେଇ ଆଲଚନା କରାଗଲା,ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ଗୁଡିକରେ ସୁଧପାନୀୟ ଜଳ ଜଗାଣନିମନ୍ତେ,ଗ୍ରାମ ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ସୁଦ ପାଣିୟ ଜଳ ଜଗାଣ ନିମନ୍ତେ, ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ଗୁଡିକରେ ବେକ୍ତିଗତ ଘରଇ ଶ୍ୱଛାଳୟ ମରାମତି ଓ ନିର୍ମାଣ ନିମନ୍ତେ, ଓ ବିଭିନ୍ନ କାମ କାର୍ଯ୍ୟ ନିମନ୍ତେ ଆଲୋଚନା ଗଲା ସେତୀରେ ଜଗ ଦେଇ ଥିଲେ ସ୍ଥାନୀୟ ସରପଞ୍ଚ ଶ୍ରୀ ଘେନୁ କ୍ରିସାନୀ,ଓ,ନାୟକ ସରପଞ୍ଚ ଶ୍ରୀ ମତି ଗୈରି ମାଳି, ଓ,ସମିତିସଭ୍ୟ ଶ୍ରୀ ବଲଭଦ୍ର ପୁକିଆ,ଓ, ପିୟ କୈଲାଷ ଚଦ୍ର ମାଝି ଓ, ଜନସାତି ସନ୍ତସ କୁମାର ପ୍ରଦାନୀ, ଓ,କୃଷି ସେବକ ଦୃର୍ଗା ପ୍ରସାଦ ଦାସ, ଓ,ଓମ୍ବିକେ ଦି ଦି ଲକ୍ଷ୍ମୀ ନାୟକ, ଓ, ପ୍ରତେକ ସରକାରୀ ଓ ବେସରକାରୀ ସମସ୍ତ ଗ୍ରାମରୁ ଆସିଥିବା SHG ମା ମାନେ, ଓ, ଜନସାଧାରଣ ଉପସ୍ଥିତ ରେ କରାଗଲା

ଲମତାପୁଟ ରୁ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ