।। ସମାଜ ସେବୀ ପିତାମ୍ବର କ୍ରୀସାନି ଦ୍ଵାରା କର୍କଟ ରୋଗୀଙ୍କୁ ଚିକିତ୍ସା ଜଗେଇ ଦିଅଗୋଲା ।।

Mar 30, 2023 - 15:56
 0  29
।। ସମାଜ ସେବୀ ପିତାମ୍ବର କ୍ରୀସାନି ଦ୍ଵାରା କର୍କଟ ରୋଗୀଙ୍କୁ ଚିକିତ୍ସା ଜଗେଇ ଦିଅଗୋଲା ।।
।। ସମାଜ ସେବୀ ପିତାମ୍ବର କ୍ରୀସାନି ଦ୍ଵାରା କର୍କଟ ରୋଗୀଙ୍କୁ ଚିକିତ୍ସା ଜଗେଇ ଦିଅଗୋଲା ।।

ତାରିଖ 30.03.23 କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ପାତ୍ରପୁଟ ଗ୍ରାମର ମୁଖ କର୍କଟ ରୋଗୀ ଗୁରୁବାରୀ ବରବରୀଙ୍କୁ ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନି କ୍ୟାନ୍ସର ମେଡିକାଲ ଭର୍ତ୍ତି କରିଛନ୍ତି l ଆଜି ତାଙ୍କର ପ୍ରାଥମିକ ପରୀକ୍ଷା ଆରମ୍ଭ ହବ l ଆସନ୍ତା କାଲି ତାଙ୍କର ବାଇଅସି ପରୀକ୍ଷା କରାଯିବାର ରହିଛି l ଏମିତି ଦୀର୍ଘ 20/30 ବର୍ଷ ହେଲାଣି ନିରନ୍ତର ରୋଗୀ ସେବାରେ ଲାଗିଛନ୍ତି ପିତାମ୍ବର l ତାଙ୍କର ଏହି କାର୍ଯ୍ୟ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପ୍ରିୟଭାଜନ ହୋଇଛନ୍ତି ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନୀ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ