ଚାକିରି ଛାଡ଼ିଲେ ୧୦୦ ଇସ୍ରୋ ବୈଜ୍ଞାନିକ

Jul 18, 2026 - 17:33
 0  1
ଚାକିରି ଛାଡ଼ିଲେ ୧୦୦ ଇସ୍ରୋ ବୈଜ୍ଞାନିକ

ନୂଆଦିଲ୍ଲୀ, ୧୬।୭ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା); ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ରୁ ବହୁ ସଂଖ୍ୟାରେ ବୈଜ୍ଞାନିକ ଓ ବୈଷୟିକ ଅଧିକାରୀ ଚାକିରି ଛାଡ଼ିବା CHRISTO ଏବଂ ସ୍ବେଚ୍ଛାକୃତ ଅବସର ନେବା ଘଟଣାକୁ ଦୃଷ୍ଟିରେ ରଖ୍ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମହାକାଶ ବିଭାଗ ପକ୍ଷରୁ ଜାରି ଏକ ନୂତନ ୧୦୦ ନିର୍ଦ୍ଦେଶନାମା ଅନୁଯାୟୀ, ଇସ୍ରୋର ପ୍ରମୁଖ ଗବେଷଣା କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ପ୍ରଥମ ଶ୍ରେଣୀ ( ଗ୍ରୁପ୍ 'ଏ') ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କ ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର ଆବେଦନକୁ ଏବେ ସହଜରେ ଗ୍ରହଣ କରାଯିବ ନାହିଁ। ବର୍ତ୍ତମାନ ଭାରତର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମ ‘ଗଗନଯାନ' ଏବଂ ଅନ୍ୟାନ୍ୟ ଜାତୀୟ ପ୍ରକଳ୍ପ ଉପରେ ଏହି ଗଣ-ଇସ୍ତଫା ଗମ୍ଭୀର । କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଲା ଜୋସେଫ୍ ମଧ୍ୟ ସାମିଲ ଅଛନ୍ତି । ୨୦୨୦ ମସିହାରେ କେନ୍ଦ୍ର ସରକାର ମହାକାଶ କ୍ଷେତ୍ରକୁ ବେସରକାରୀ ସଂସ୍ଥାଗୁଡ଼ିକ ପାଇଁ ଉନ୍ମୁକ୍ତ କରିବା ପରେ ଦେଶରେ ମହାକାଶ ସମ୍ପର୍କିତ ଷ୍ଟାର୍ଟଅପ୍ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି। ବର୍ତ୍ତମାନ ଭାରତରେ ୪୦୦ ରୁ ଅଧିକ ପଞ୍ଜିକୃତ ସ୍ପେସ୍ ଷ୍ଟାର୍ଟଅପ୍ ରହିଛି, ଯେଉଁଠାରେ ବହୁ ପରିମାଣର ପୁଞ୍ଜିନିବେଶ ହେଉଛି। ଇସ୍ରୋର ଅଭିଜ୍ଞ ବୈଜ୍ଞାନିକମାନେ ଉଚ୍ଚ ଦରମା ଓ ଉନ୍ନତ ସୁଯୋଗ ପାଇଁ ଏହିସବୁ ଘରୋଇ କମ୍ପାନୀରେ ଯୋଗ ଦେଉଥ‌ିବା ଜଣାପଡ଼ିଛି। ପୂର୍ବରୁ ୨୦୨୦ ମସିହାରେ ହୋଇଥିବା ପ୍ରଶାସନିକ ନିୟମ ଅନୁଯାୟୀ, ଇସ୍ରୋ କେନ୍ଦ୍ରଗୁଡ଼ିକର ନିର୍ଦ୍ଦେଶକମାନେ ନିଜ ସ୍ତରରେ ବୈଜ୍ଞାନିକମାନଙ୍କ ଇସ୍ତଫା । ଇସ୍ତଫା ରୋକିବାକୁ ନିୟମ କଡ଼ାକଡ଼ି ଗ୍ରହଣ କରିପାରୁଥିଲେ। ମାତ୍ର ନୂଆ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଏଭଳି ପ୍ରଭାବ ପକାଉଛି। ନିକଟରେ ଇସ୍ରୋରୁ ପ୍ରାୟ ୧୦୦ରୁ ଅଧ‌ିକ ବୈଜ୍ଞାନିକ ଓ ବୈଷୟିକ କର୍ମଚାରୀ ଚାକିରି ଛାଡ଼ିଛନ୍ତି। ବିଶେଷ କରି ବେଙ୍ଗାଲୁରୁ ସ୍ଥିତ 'ୟୁ ଆର୍ ରାଓ ସାଟେଲାଇଟ୍ ସେଣ୍ଟର' ଏବଂ ତିରୁବନନ୍ତପୁରମ ସ୍ଥିତ ‘ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର' ରୁ ସର୍ବାଧିକ ଅଧିକାରୀ ଅବସର ନେଇଛନ୍ତି । ଏମାନଙ୍କ ମଧ୍ୟରେ ଗଗନଯାନ ପାଇଁ ବ୍ୟବହାର ହେବାକୁ ଥ‌ିବା ରକେଟ୍ ପ୍ରକଳ୍ପର ନିର୍ଦ୍ଦେଶକ ଭିକ୍ଟର ସମସ୍ତ ଆବେଦନକୁ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସ୍ପେସ୍ ବିଭାଗ (ଡିପାର୍ଟମେଣ୍ଟ ଅଫ୍ ସ୍ପେସ୍) କୁ ପଠାଇବାକୁ ପଡ଼ିବ। ନିକଟରେ ଇସ୍ରୋର ପିଏସଏଲଭି ରକେଟ୍ ଉକ୍ଷେପଣରେ ଦୁଇଟି ବଡ଼ ବିଫଳତା ଦେଖାଦେଇଥ‌ିବା ବେଳେ, ଗଗନଯାନ, ଚନ୍ଦ୍ରଯାନ-୪, ମଙ୍ଗଳଯାନ-୨ ଏବଂ ଭାରତୀୟ ମହାକାଶ ଷ୍ଟେସନ ଭଳି ବଡ଼ ମିଶନକୁ ସଫଳ କରିବା ପାଇଁ ସରକାର ନିଜର ଦକ୍ଷ ବୈଜ୍ଞାନିକମାନଙ୍କୁ ସଂଗଠନରେ ଧରି ରଖୁବାକୁ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ