ସଡ଼କ ଦୁର୍ଘଟଣା ଦୁଇ ବାଇକ୍ ମୁହାମୁହିଁ, ଜଣେ ମୃତ ଅନ୍ୟମାନେ ଆହତ

Feb 23, 2025 - 20:02
 0  4
ସଡ଼କ ଦୁର୍ଘଟଣା ଦୁଇ ବାଇକ୍ ମୁହାମୁହିଁ, ଜଣେ ମୃତ ଅନ୍ୟମାନେ ଆହତ

କଳାହାଣ୍ଡି:-ତା:-୨୩/୦୨/୨୦୨୫ (ଅତିରିକ୍ତ ଜିଲ୍ଲା ପ୍ରତିନିଧି ବାବୁଲି ହାରିଜନ (ଫାଷ୍ଟ ନ୍ୟୁଜ ଓଡ଼ିଶା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ବ୍ରିଜ ପାଖରେ ଦୁଇ ବାଇକ ମୁହମୁହି ହେବା ଫଲରେ ଜଣେ ଯୁବକ ମୃତ୍ୟୁ ସୁରେନ୍ଦ୍ର ଜାନୀ ବୟସ ୨୮ ,ପିତା ଫୋରି ଯାନୀ ସେ ଭବାନୀପାଟଣା ଦେପୁର ଗ୍ରାମର ବୋଲି ସୂଚନା ମିଳିଛି , ସୂଚନା ପାଇ ସ୍ଥାନୀୟ ଦମକଳ ବିଭାଗ ପହଞ୍ଚି ବାକି ଆହାତ ମାନଙ୍କୁ ଧର୍ମଗଡ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ