।।ସେମିଳିଗୁଡା ରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସୀ ଯାତ୍ରାରେ ବକ୍ତ ।।

Jan 22, 2024 - 19:57
Jan 22, 2024 - 20:02
 0  61
।।ସେମିଳିଗୁଡା ରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସୀ ଯାତ୍ରାରେ ବକ୍ତ ।।

ଆଜି ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରାଦେଶରେ ଜୟ ଶ୍ରୀରାମ ଦ୍ୱନିରେ କମ୍ପି ଉଟୁଥିବା ବେଳେ l କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ଅଧୀନରେ ଥିବା ନୁଆଁପୁଟ ଗ୍ରାମରୁ କଳସୀ ଯାତ୍ରାରେ ବାହାରି l ପାଖଝଲା ଗ୍ରାମର ଶିବ ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରିଥିବା ଦେଖିବାକୁ ମିଳିଛି l ସମସ୍ତ ଭକ୍ତଙ୍କ ମନରେ ରାମଙ୍କ ନାମ ଧରି ଜୟ ଶ୍ରୀରାମ ଜପ କରି ଆସିଥିବା ଦେଖା ଦେଇଛି l ଏହି ସମୟରେ ପଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ପିତମ ପାଡ଼ି ଆସି ଯୋଗଦେଇ ଥିବା ବେଳେ l ଅନ୍ୟ ମାନଙ୍କ ମଧ୍ୟ୍ୟରେ ସମାଜ ସେବୀ ଶ୍ରୀମାନ ଚୈତନ୍ୟ ନନ୍ଦିବାଲି, ଲକ୍ଷ୍ମଣ କ୍ରିଶାନି,ମାଙ୍ଗୁଡ଼ୁ ଜାନି,ବିଜୟ ଖିଲ ପ୍ରମୁଖ ଏହି ଯାତ୍ରାରେ ଯୋଗଦେଇ ଥିବା ଦେଖିବାକୁ ମିଳିଛି l ସେଆଡେ଼ ସେମିଲିଗୁଡ଼ା ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମଦ୍ୟ ପ୍ରାଣ ପ୍ରତିଷ୍ଠା ଅବସରରେ l ରାଲି ମାଧ୍ୟ୍ୟମରେ ବାହାରି ସେମିଲିଗୁଡ଼ା ସହର ପରିକ୍ରମା କରିଥିବା ଦେଖାଦେଇଛି l ଗୁରୁଜୀ ଗୁରୁମା ମଧ୍ୟ୍ୟ ପିଲାଙ୍କ ସହ ରାଲିରେ ବାହାରି ଶ୍ରୀରାମଙ୍କ ପ୍ରତିଷ୍ଠା ଉତ୍ସବର ପରିକ୍ରମା କରି ବୁଲିଥିବା ଦେଖିବାକୁ ମିଳିଛି l

(ସେମିଲିଗୁଡ଼ା ରୁ ଦେବେନ୍ଦ୍ର ଖିଲ )

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ