।। ଭାରତ ବନ୍ଦ ଡାକରା କୁ ନେଇ କଲ୍ୟାଣସିଂହପୁର ବ୍ଲକର SC , ST, OBC ଓ Maineraty ସମାଜ ଦ୍ୱାରା ସଫଳ ଭାବେ ଶାନ୍ତିପୂର୍ଣ୍ଣ ସହ ବନ୍ଦ ପାଳନ ।।

Aug 21, 2024 - 15:35
 0  12
।। ଭାରତ ବନ୍ଦ ଡାକରା କୁ ନେଇ କଲ୍ୟାଣସିଂହପୁର ବ୍ଲକର SC , ST, OBC ଓ Maineraty ସମାଜ ଦ୍ୱାରା ସଫଳ ଭାବେ ଶାନ୍ତିପୂର୍ଣ୍ଣ ସହ ବନ୍ଦ ପାଳନ ।।

ଭାରତ ବନ୍ଦ ଡାକରା କୁ କଲ୍ୟାଣ ସିଂହପୁର ବ୍ଲକର SC , ST, OBC ଓ Maineraty ସମାଜ ଦ୍ୱାରା ସଫଳ ରୂପାୟଣ ଭାବରେ ଶାନ୍ତିପୂର୍ଣ୍ଣ ସହ ପାଳନ କରିଥିବା ଦେଖିବାକୁ ମିଳିଛି । ଗତ ଅଗଷ୍ଟ ୧ ତାରିଖ ଦିନ ସୁପ୍ରିମ କୋର୍ଟର ୭ ଜଣିଆ ଖଣ୍ଡପୀଠ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସମୂହ ଙ୍କୁ ନେଇ ରହିଥିବା ସବୁ କୋଟା କୁ କ୍ରିମିଲିଆର ଭାବରେ କଟା ମଧ୍ୟରେ କଟା ସୃଷ୍ଟି କରିବା ରୟକୁ ଘର ବିରଧ କରି ଆଜି ଭାରତ ବନ୍ଦ ଡାକରାକୁ ପୂର୍ଣ୍ଣମାତ୍ରା ରେ ସମର୍ଥନ କରିବା ସହ କଲ୍ୟାଣ ସିଂହପୁର ବ୍ଲକ ସମଗ୍ର ଅଂଚଳ ଅଖ ଚକ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି l ଏହି ବନ୍ଦ ଡାକରା ସମୟରେ ରୋଗୀ ବୁହା ଆମ୍ଭୁଲେନ୍ସ , ଅଗ୍ନିଶମ ଗାଡି କୁ ଛଡ଼ାଯାଉଛି l ଉକ୍ତ ବନ୍ଦ ଡାକରାରେ କଲ୍ୟାଣ ସିଂହପୁର ପୋଲିସ ପ୍ରଶାସନ ପୁର୍ଣମାତ୍ରାରେ ଶାନ୍ତିପୂର୍ଣ୍ଣ ମାତ୍ରାରେ ସହଯୋଗ କରିଛନ୍ତି l ଏହି ଭାରତ ବନ୍ଧ ଡାକରା କୁ କନ୍ଧକୂଳ ସମାଜ ଓ କଲ୍ୟାଣ ସିଂହପୁର ଡ଼ମ୍ବକୂଳ ସମାଜ ସମସ୍ତ ଭଦ୍ର ବ୍ୟକ୍ତି ଉପସ୍ଥିତିତ ରହି ସହଯୋଗ କରିଥିଲେ । ଜିଗେନ୍ଦ୍ର ୱାଡାକା ବିଶ୍ୱନାଥ କାଡ୍ରାକା, ଶଙ୍କର ହୁଇକା, ଡମ ସମାଜର ଚିତ୍ତ ରଞ୍ଜନ ଗାଣ୍ଟା, ଜାଗାମ ବେନିଆ, ମାଲେସ କୌଶଲ୍ୟା, ତ୍ରିମୁଳା ଗାଣ୍ଟା ଓ ଅନ୍ୟମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

 ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ