ଭାରତୀୟ ଜନତା ପାର୍ଟି ଥୁଆମୂଳ ରାମପୁର ର ଶକ୍ତି କେନ୍ଦ୍ର ମଣ୍ଡଳୀ କରାଗଲା

Dec 11, 2025 - 20:17
 0  79
ଭାରତୀୟ ଜନତା ପାର୍ଟି ଥୁଆମୂଳ ରାମପୁର ର ଶକ୍ତି କେନ୍ଦ୍ର ମଣ୍ଡଳୀ କରାଗଲା

ଆଜି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର କ୍ରିକେଟ ପଡିଆ ଠାରେ ଏକ ବୈଠକ ଅନୁଷ୍ଠିତ କରାଯାଇ ଥିଲା l, ଭାରତୀୟ ଜନତା ପାଟି ଶାସନ ରେ ଆସିବା ପରେ ରାଜ୍ୟ ବ୍ୟୟପି ସଂଘ ଟନିକ ଶକ୍ତି କୁ ପ୍ରାଣିତ କରିବା ପାଇ ଉଦ୍ୟମ ଜାରିରହିଛି l ଏହି ପରିପେକ୍ଷ ରେ କଳାହାଣ୍ଡି ଜିଲ୍ଲା ର ଥୁଆମୂଳ ରାମପୁର ମଣ୍ଡଳ ର ଶକ୍ତି କେନ୍ଦ୍ର ଗୁଡିକର ଦାୟିତ୍ୱ ରେ କିଛି ନୂତନ କାର୍ଯ୍ୟକର୍ତା କୁ ସାମିଲ କରାଯାଇଛି l ଭାଜପା କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର କଡ଼ଙ୍ଗ ଅନୁମଦନ କ୍ରମେ ସ୍ଥାନୀୟ ଥୁଆମୂଳ ରାମପୁର ମଣ୍ଡଳ ର ସଭାପତି ଦାୟନିଧି ଭୋଇ ଏବଂ ମଣ୍ଡଳ ର ସାଧାରଣ ସମ୍ପାଦକ ଆଲୋକ କୁ ନାଏକ ଙ୍କ ନେତୃତ୍ୱ ରେ ଶକ୍ତିୟ କେନ୍ଦଗୁଡ଼ିକର l ପ୍ରମୁଖ ମାନଙ୍କର ନାମ ଘସଣାକରାଯାଇଛି l ତନ୍ମ ମଧ୍ୟ ରେ ମହାନ୍ତି ମାଝୀ, କିଆପାଦାର ଶକ୍ତି କେନ୍ଦ୍ର ବିଜୟ ମାଝୀ, କର୍ଲା ପାଟ ଶକ୍ତିୟ କେନ୍ଦ୍ର ଶ୍ରୀକାନ୍ତ ସିଂହ, ଗୁଣପୁର ଶକ୍ତିୟ କେନ୍ଦ୍ର ପୁରାଣା ମାଝୀ, ନାକରୁଣ୍ଡି ଶକ୍ତିୟ କେନ୍ଦ୍ର, ରାମ ଚନ୍ଦ୍ର ମାଝୀ, ସିଲେଟ ଶକ୍ତିୟ କେନ୍ଦ୍ର ରାଜ କୁ ନାଏକକେରପାଇଁ ଶକ୍ତିୟ କେନ୍ଦ୍ର ସାନୁର୍ଯ୍ୟ ଗହୀର ତଳ ଆମ ପଦର ଶକ୍ତିୟ କେନ୍ଦ୍ର, ଗୋବିନ୍ଦ ନାଏକ କାନିଗୁମାଶକ୍ତିୟ କେନ୍ଦ୍ର ପୀତବାସ ନାଏକ ଥୁଆମୂଳ ଶକ୍ତିୟ କେନ୍ଦ୍ର, ବିକ୍ରମ ମାଝୀ ସିଣ୍ଡିପଦାର ଶକ୍ତିୟ କେନ୍ଦ୍ର, ଭାସ୍କର ନାଏକ ଗୋପାଳପୁର ଶକ୍ତିୟ କେନ୍ଦ୍ର, ଶୁଶାନ୍ତ କୁ ନାଏକ ଥୁଆମୂଳ ରାମପୁର ଶକ୍ତିୟ କେନ୍ଦ୍ର ଙ୍କ ନାମ ଘୋଷଣା କରାଯାଇଛି l ଆଗାମୀ ଦିନ ରେ ଏହି ସବୁ କାର୍ଯ୍ୟକର୍ତା ଭାଜପା ପାର୍ଟି କୁ ଆଗ କୁ ଆଗକୁ ନେବାପାଇଁ ବଜ୍ର ଶପଥ ନେଲେ ଓ ଶେଷ ରେ ଯୁଗଳ କିଶୋର କଡଙ୍ଗସଭା ସାଙ୍ଗ କରିଥିଲେ l

 ଥୁଆମୂଳ ରାମପୁର ବ୍ଳକ ବାଲେଶ୍ଵର ନାଏକ ଙ୍କ ରିପୋର୍ଟ ଫାଷ୍ଟା ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ