ଭଅଁରା ଗ୍ରାମରେ ସ୍ୱାସ୍ଥ୍ୟ ଶିବିର

Aug 21, 2024 - 12:18
 0  133
ଭଅଁରା  ଗ୍ରାମରେ ସ୍ୱାସ୍ଥ୍ୟ ଶିବିର

ବରୀ . ନଦୀ ନାଳ ଘେରା ବରୀ ବ୍ଲକ ଭଅଁରା ପଞ୍ଚାୟତ ର ପୁରତନ ନନ୍ଦଲାଲାଜୀଉ ମଠ ପରିସରରେ ଯେଉଁଠି ସ୍ୱାସ୍ଥ୍ୟ ସେବା ପାଇଁ ଅଂଚଳ ବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ସେଠାରେ ବରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତତ୍ତ୍ୱବେବଧାନ ରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଥିଲା .ଏହି ପଞ୍ଚାୟତ ବେତୀତ ବୋଦୁଅ ପଞ୍ଚାୟତ ର ବୋହୁ ଜନସାଧାରଣ ସ୍ଵାସ୍ତ୍ୟ ପରୀକ୍ଷ୍ୟା କରି ଔଷଧ ନେଇଥିଲେ .ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇଥିବା ଡାକ୍ତର ହେଲେ ସ୍ଵର୍ଣଲତା ସେନାପତି ତାଙ୍କ ସହିତ ଫ୍ରାମା ଶିଷ୍ଟ ପ୍ରଶଂଜିତ କର ,ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ପରି ଦର୍ଶକ ରାଧାଵଲଭ ପୃଷ୍ଟି ,ବୋହୁମୁଖୀ ସ୍ଵାସ୍ତ୍ୟକର୍ମୀ ମେନକା ମହାରଣା ସେବିକା ମୋନାଲିସା ଭୂଇଁଆ ପ୍ରମୁଖ ଉପସ୍ଥିତ ରହି ସ୍ଵାସ୍ତ୍ୟ ଶିବିର କୁ ପରିଚାଳନା କରିଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ