ବୋଡେ଼ନ ରେ ପାତାଳ ଗଙ୍ଗା ମଣ୍ଡଳ ବିଜେପି ପଦାଧିକାରୀ ଙ୍କ ବୈଠକ
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପାତାଳଗଙ୍ଗା ମଣ୍ଡଳ ର ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସାଙ୍ଗଠନିକ ବିଷୟ ରେ ଆଲୋଚନା ହୋଇଥିଲା l ଏଥିରେ ବରିଷ୍ଠ ବିଜେପି କର୍ମୀ ଅତୀନ୍ଦ୍ର ସିଂ, ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ପୂର୍ବତନ ବ୍ଲକ ସଭାପତି ବିଜୟ ବେହେରା, ଜିଲ୍ଲା ମହିଳା ମୋର୍ଚା ସମ୍ପାଦିକା ତଥା ବ୍ଲକ ଉପାଧ୍ୟାକ୍ଷା ସଂଗୀତା ମାଝୀ, ମାଲଖାମ ନାଗ, ସମେତ ସମସ୍ତ ପଦାଧିକାରୀ ମାନେ ଯୋଗ ଦେଇ ବୈଠକ ରେ ବିଭିନ୍ନ ବିଷୟ ରେ ଆଲୋଚନା ହୋଇଥିଲା l ଶେଷରେ ବରିଷ୍ଠ ବିଜେପି କର୍ମୀ ନୀଳାମ୍ବର ମେହେର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0