'ବିଶ୍ଵ ଅଙ୍ଗଦାନ ଦିବସ' କୋରାପୁଟ

Aug 13, 2025 - 18:56
 0  6
'ବିଶ୍ଵ ଅଙ୍ଗଦାନ ଦିବସ' କୋରାପୁଟ

କୋରାପୁଟ,( ରଞ୍ଜିତ ନାୟକ ) ତା: ୧୩.୦୮.୨୦୨୫ ରିଖ: 'ବିଶ୍ୱ ଅଙ୍ଗଦାନ ଦିବସ' ଅବସରରେ କୋରାପୁଟ ଜିଲ୍ଲାର ଅଙ୍ଗଦାତା ସ୍ୱର୍ଗୀୟ ଆଶିଷ ଛୁଆଲସିଂହ ଅଙ୍ଗଦାନ କରି ଅନ୍ୟମାନଙ୍କର ଜୀବନ ବଞ୍ଚାଇଥିବା ହେତୁ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ତାଙ୍କର ପରିବାର ସଦସ୍ୟଙ୍କୁ ' ସୁରଜ ସମ୍ମାନ'ରେ ସମ୍ମାନିତ କରାଯାଇଛି ! ଏହି ସଭ।ରେ ଏଡିଏମ୍ ଶ୍ରୀ ତପନ କୁମାର ନାଏକ, ସିଡିଏମଓ ଶ୍ରୀ ରବୀନଦ୍ରନାଥ ମିଶ୍ର ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ତାଙ୍କ ଭଉଣୀ ଶ୍ରୀମତୀ ସସ୍ମିତା ଛୁଆଲସିଂହଙ୍କୁ ୫ ଲକ୍ଷ୍ୟ ଟଙ୍କାର ଚେକ୍ ପ୍ରଦାନ କରିଥିଲେ !

ନବରଙ୍ଗପୁର ଓ କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ