।। ବାତ୍ୟା "ଦାନା"ର ପ୍ରଭ ବରୀଆକାଶ ମେଘାଛନ୍ନ, ପବନ ସହିତ ବର୍ଷା ଆରମ୍ଭ ।।

Oct 23, 2024 - 18:10
 0  67
।। ବାତ୍ୟା "ଦାନା"ର ପ୍ରଭ ବରୀଆକାଶ ମେଘାଛନ୍ନ, ପବନ ସହିତ ବର୍ଷା ଆରମ୍ଭ ।।

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଆଉ ଏହି ବାତ୍ୟାର ନାଁ ରହିଛି "ଦାନା" । ଆଜି ମଧ୍ୟାହ୍ନରୁ ଆକାଶ ଧିରେ ଧିରେ ମେଘାଛନ୍ନ ହେବା ଆରମ୍ଭ କରିଥିଲା । ହେଲେ ଠିକ ଚାରିଟା ସମୟରୁ ପବନର ସାମାନ୍ୟ ବେଗ ବଢିବା ସହିତ ଆକାଶ ସମ୍ପୂର୍ଣ ମେଘାଛନ୍ନ ହୋଇ ବର୍ଷା ଆରମ୍ଭ ହୋଇଛି । ଯାହାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି । ସମୟ ବଢିବା ସହିତ ପାଗରେ ବ୍ୟାପକ ପରିବର୍ତ୍ତନ ଦେଖା ଦେଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ପାଗ ପରିବର୍ତ୍ତନର ସୂଚନା ମିଳିଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ