।।ପୂର୍ବଶତ୍ରୁତାରୁ ଯୁବକଙ୍କୁ ଫାର୍ସାରେ ଗୋଡ଼ାଇ ହାଣିଲେ ।।

Apr 10, 2023 - 18:40
 0  79
।।ପୂର୍ବଶତ୍ରୁତାରୁ ଯୁବକଙ୍କୁ ଫାର୍ସାରେ ଗୋଡ଼ାଇ ହାଣିଲେ ।।

କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନ ଚାରିଗାଁ ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି। ଫାର୍ସାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ