।। ପୀଠ ରେ ପୂଜା ପାଉଛନ୍ତି ମା ଦଶ ଭୁଜା ।।
ସମଗ୍ର ପରିବେଶ ଭକ୍ତିମୟ।ପୁର ରୁ ପଲ୍ଲୀ ଉତ୍ସଵ ମୁଖର।ଚଣ୍ଡୀ ମନ୍ତ୍ର ସହିତ ଘଣ୍ଟ ଘଣ୍ଟା ରେ ପରିବେଶ କମ୍ପି ଉଠୁଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସଦର ମହକୁମାରେ ମଧ୍ୟ ବେଶ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ମା ଙ୍କ ଶାରଦୀୟ ପୂଜା କରା ଯାଉଛି।ଏଠାରେ ଅଷ୍ଟମୀ ରୁ ଦଶମୀ ପର୍ଯ୍ୟନ୍ତ ପୂଜା କରାଯାଏ।ବ୍ଲକ ରେ ମାତ୍ର ଗୋଟିଏ ଦୁଇଟି ସ୍ଥାନରେ କରା ଯାଉଥିବାରୁ ବ୍ଲକ ସଦର ମହକୁମା ହୋଇ ଥିବାରୁ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଦୋକାନ ବଜାର ରେ ପ୍ରବଳ ଭିଡ଼। ମା ଙ୍କ ପୂଜା ପାଇଁ ଭଲ ବେପାର ହେବା ଯୋଗୁଁ ବେଶ୍ ଭଲ ପଇସା ପାଆନ୍ତି ଦୋକାନୀ। ତିନି ଦିନ ଧରି ଚାଲେ ମା ଙ୍କ ଦଶହରା ପୂଜା ।ଶେଷରେ ଦଶମୀ ରାତି ରେ ରାବଣ କୁ ବଧ କରନ୍ତି।ଏଥି ପାଇଁ ଆୟାଯୋକ ଅନୁଷ୍ଠାନ ମାନେ ରାବଣ ପଡ଼ି ସହିତ ଲୋକ ନାଟକ ମଧ୍ୟ ପରିବେଷିତ କାର ଯାଏ। ଅଞ୍ଚଳ ର ଲୋକେ ଖୁବ୍ ଧୁମ୍ ଧାମରେ ରେ ପାଳନ କରନ୍ତି ବାଇଟ୍ ୧- ରଙ୍କନିଧି ମିଶ୍ର( ପୂଜକ) ବାଇଟ୍ -୨ କଲ୍ୟାଣୀ ନାୟକ (ଭକ୍ତ)
ଲମତାପୁଟ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0