।। ପାଣି ନାହିଁତ ଭୋଟ ନାହିଁ ପାଟଣା ।।

May 20, 2024 - 19:57
 0  51
।। ପାଣି ନାହିଁତ ଭୋଟ ନାହିଁ  ପାଟଣା ।।

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କଫୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଧାନବେଣୀ ବାତିଆ ସାହିରେ ପାଣି ପାଇଁ ଲୋକ ମାନେ ୧୦୦ କିଲୋମିଟର ଦୂରକୁ ପାଣି ଆଣିବାକୁ ଯାଉଛି ବାତିଆ ସାହି ରେ ଗୋଟିଏ ନଳକୂପ ଅଛି ହେଲେ ସେଠାରେ କମ କମ୍ ପାଣି ବାହାରିବା ସହିତ ନାଲି ପାଣି ବି ବାହାରୁଛି ଲୋକେ କହୁଛନ୍ତି ଯେ ଆମର ସରପଞ୍ଚ ଆମକୁ କିଛି ଦିନ ପାଣି ଯୋଗାଇଲା ତାପରେ ସରପଞ୍ଚ ର ଆଉ ଦେଖା ନାହିଁ ଆଗକୁ ଭୋଟ ଆସୁଛି ଆମେ ମାନେ ପାଣି ନ ପାଇଲେ ଭୋଟ ଦେବୁନାହିଁ ବୋଲି ଚେତାବନୀ ଦେଉଛନ୍ତି ଗ୍ରାମବାସୀ ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ