ପହଲଗାଁଓ ରେ ନୀରିହ 28ଜଣଙ୍କ ନାଗରିକ ପ୍ରାଣ ହରାଇଲେ ତାଙ୍କ ପାଇଁ 2ମିନିଟ୍ ନୀରବ ପ୍ରାର୍ଥନା

Apr 25, 2025 - 21:15
 0  9
ପହଲଗାଁଓ ରେ ନୀରିହ 28ଜଣଙ୍କ ନାଗରିକ ପ୍ରାଣ ହରାଇଲେ ତାଙ୍କ ପାଇଁ  2ମିନିଟ୍ ନୀରବ ପ୍ରାର୍ଥନା

ନୂଆପଡା : ପହଲଗାଁଓ ରେ 22.04.2025ରେ ବୁଧବାର ଦିନ ଆତଙ୍କବାଦୀଙ୍କ ଗୁଳିରେ ଭାରତର ନୀରିହ 28ଜଣ ନାଗରିକ ପ୍ରାଣ ହରାଇଥିଲେ ଏହି ପରିପ୍ରେକ୍ଷୀରେ ନେସନାଲ କଲେଜ ନୂଆପଡା ଠାରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ 2ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କଲେଜ ଅଧ୍ୟକ୍ଷଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଛାତ୍ର ଛାତ୍ରୀ, ଶ୍ରୀ ଦୁର୍ଲଭ ଚରଣ ବେହେରା, ବୈଦ୍ୟନାଥ ଗର୍ତିଆ, ଡ.ପ୍ରଣତି ପଣ୍ଡା, ଡ.ପ୍ରମୋଦ କୁମାର ରାଉତ, ଅବିନାଶ ଚଲାନ ଓ ପ୍ରକାଶ କୁମାର ସାହୁ ଉପସ୍ଥିତ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ