ନେସନାଲ କଲେଜ୍ ନୂଆପଡ଼ା ରେ ପ୍ରଥମ କରି ବାଳକ ମାନଙ୍କ ପାଇଁ ହଷ୍ଟେଲ ଆରମ୍ଭ

ନେସନାଲ କଲେଜ୍ ନୂଆପଡ଼ା ରେ ପ୍ରଥମ କରି ବାଳକ ମାନଙ୍କ ପାଇଁ ହଷ୍ଟେଲ ଆରମ୍ଭ କରାଯାଇଛି ୨୦୨୫-୨୬ ରୁ,ତଥା ଏହାର ନୂତନ ନାମ କରଣ ମଧ୍ୟ କରା ଯାଇ ଅଛି " ଗୋଧସ୍" ଏ ପର୍ଯ୍ୟନ୍ତ ୨୪ ଜଣ ଛାତ୍ର ଆଡ଼ମିଶନ କରିଛନ୍ତି । ଆଜି ତା ୦୩.୦୮.୨୦୨୫ ( ରବିବାର) ରେ ଅନ୍ତେବାସୀଙ୍କ ସହ ଏହାର ସଭ୍ୟ ପ୍ରକାଶ କୁମାର ସାହୁ, କୋମନ ଲାଲ ଚନ୍ଦ୍ରକାର, ବୈକୁଣ୍ଠ ବେହେରା, ଅବିନାଶ ଚଲାନ ପ୍ରମୁଖ ଉପସ୍ଥିତ ଥିଲେ , ସମସ୍ତଙ୍କ ଦ୍ଵାରା ସକାଳ ୮ ଟା ରେ( ମୁଖ୍ୟତଃ ଅନ୍ତେବାସୀ) ପରିସର ମଧ୍ୟରେ ସଫେଇ ଓ ଚାରା ରୋପଣ କରାଯାଇଥିଲା । ଶେଷରେ ୧୦ ଟା ରେ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହେଲାପରେ ଧନ୍ୟବାଦ ଅର୍ପଣ କରଯାଇଥିଲା। ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






