ନବରଙ୍ଗପୁର କୁର୍ଲୁ ଘାଟି ଗ୍ରାମ ଠାରେ ୩୫ ଲିଟର ସଲପ ତାଡି ଓ ୧୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

Apr 24, 2025 - 23:11
 0  14
ନବରଙ୍ଗପୁର କୁର୍ଲୁ ଘାଟି ଗ୍ରାମ ଠାରେ ୩୫ ଲିଟର ସଲପ ତାଡି ଓ ୧୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୪.୦୪.୨୦୨୫ ରିଖ: ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ନେତୃତ୍ୱ ରେ ବିଭାଗୀୟ କର୍ମଚାରୀ ମାନଙ୍କ ସହ ତଥା ନବରଙ୍ଗପୁର ଅବକାରୀ ଥାନା କର୍ମଚାରୀ ମାନଙ୍କ ସହ, ନବରଙ୍ଗପୁର ଥାନା ଅନ୍ତର୍ଗତ, ନୂଆଗୁଡା- ରଙ୍ଗଣୀଗୁଡା ରାସ୍ତା ମଝି ରେ ଗୁଡିଧର ମନ୍ଦିର ରାସ୍ତା ନିକଟରେ,ଜଣେ ଆସାମୀ କୁର୍ଲୁ ଘାଟି ଗ୍ରାମର ହରି ଜାନି ନିକଟରୁ ୩୫ ଲିଟର ସଲପ ତାଡି ଜବତ କରା ଗଲା ତଥା କୁର୍ଲୁ ଘାଟି ଗ୍ରାମ ର ଜଣେ ମହିଳା ଆସାମୀ ବିମଳା ଭୂମିଆ ଙ୍କ ନିକଟରୁ ୧୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା, ଆସାମୀ ମାନଙ୍କୁ, ମାନ୍ୟବର ଏସ. ଡି. ଜେ. ଏମ. ଙ୍କ ଅଦାଲତ ରେ ହଜାର କରାଗଲା vide PR No- 10/2025-26 ଓ 11/2025-26 of IE Nabarangpur, range ରେ ମକଦ୍ଦମା ରୁଜୁ କରାଗଲା,ଏହି ଚଢ଼ାଉ ରେ ରଞ୍ଜୀ ଜାନି, ରେଶମା ସୁନା ଓ ଆକ୍ରମ ଖାନ ସହ ଯୋଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ