।। ତିନି ମାସ ହେଲା ଭତା ନ ପାଇବା ଅଭିଯୋଗ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ପଂଚାୟତ ର ମାଝୀଗାଁ ଗ୍ରାମ ର ଗୁବେଇ ଦେଇ ମାଝୀ ସ୍ବାମୀ ସର୍ଗତ କେନ୍ଦୁ ମାଝୀ କୁ 3 ମାସ ହେଲା ଭତା ପାଉ ନାହିଁ ସମସ୍ତ କୁ ଭତା ମିଳୁଥିବା ସମୟ ରେ ନିଜ ପଞ୍ଚାୟତ କେରପାଇ ଯାଈ ବୁଝିବା ରୁ ଗୌର ନାଏକ କହିଲେ କି ତୁମେ VLW କୁ କୁହ। ମୁଁ କିଛି ଜାଣି ନାହିଁ VLW ସାର୍ କୁ ପଚା ବି ଭାବି ବହୁ ଥର କେରପାଇ କୁ ଗଲି ହେଲେ ମୁଁ ପାଉ ନାହିଁ ଲୋକ କଥାନୁସାରେ ସେ କେରପାଇ ଆ ସୁ ନାହିଁ ଭବାନିପାଟନା ରେ ରହୁଛନ୍ତି ମୁଁ ଗୁବେ଼ଇ ଦେଇ ମାଝୀ ଅନୁରଧ କରୁ ଅଛି ମ ଅସୂବିଧା କୁ ସମାଧାନ କରାଯାଉ ।
ଥୁଆମୂଲ ରାମପୁର ପ୍ରତିନିଧି ବାଲେଶ୍ୱର ନାଏକ କରପୁଟ ପ୍ରଥମ ଖବର
What's Your Reaction?






