*ଜନ୍ମ ଦିନର ଶୁଭେଚ୍ଛା ବାର୍ତ୍ତା*

Oct 31, 2023 - 18:36
Nov 1, 2023 - 17:42
 0  156
*ଜନ୍ମ ଦିନର ଶୁଭେଚ୍ଛା ବାର୍ତ୍ତା*

*ବୈଷ୍ଣବି ଆଜି ତୁମେ ଆଠ ବର୍ଷ ରେ ପଦାର୍ପଣ କରିଛ ।ତୁମର ଏହି ଅଷ୍ଟମ ତମ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ତୁମର ଆଗାମୀ ଜୀବନ ମଙ୍ଗଳମୟ ହେଉ, ଭଗବାନ ତୁମକୁ ଦୀର୍ଘାୟ କରନ୍ତୁ। ତୁମର ଚଲାପଥରେ ପୁଷ୍ପ ବୃଷ୍ଠି ହେବା ସହ ତୁମ ଚଲାପଥ କୁସୁମିତ ରହୁ। ତୁମ ଜୀବନରେ ବହୁତ ଖ୍ୟାତି ଅର୍ଜନ କର। ଏହା ହିଁ ମାଁ ଡୋକରୀ ବୁଢ଼ୀ ଦେବୀଙ୍କ ପାଖରେ ପ୍ରାର୍ଥନା।ତୁମ ପରିବାର ତରଫରୁ ବୈଷ୍ଣବି ର ଜେଜେ ବାପା ସମନାଥ, ଜେଜେ ମାଆ ପଦ୍ମିନୀ ପିତା ମକୁନ୍ଦ, ମାତା ସୁନାରାଣୀ, ସୁମିତ୍ରା, ନୀଳ ମଣି, ସୁଜିତା, କବିତା, ପଙ୍କଜ,ଲଳିତ, ସଙ୍ଗୀତା, ଶୁଭସ୍ମିତା, ବୈଷ୍ଣବ, ସମିର , ଦିବ୍ୟ , ସ୍ନେହା,ପ୍ରମୁଖ ପରିବାର ତୁମ ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଛନ୍ତି l *HAPPY BIRTHDAY ବୈଷ୍ଣବି **

What's Your Reaction?

Like Like 1
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ