ଗ୍ରୀଷ୍ମ ପ୍ରବାହ ଯୋଗୁଁ ଶୁଖିଲା କୂଅ ନଳକୂଅର ପାଣି ଡହଳ ବିକଳ ହେଉଛନ୍ତି ଲୋକେ
ଫିରିଙ୍ଗିଆ ୧୨/୦୬/୦୨୬(ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ଗବରନଳା ଡିଗେରିସୁଗା ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗବରନଳା ଡିଗେରିସୁଗା ସାହିରେ ଜଳସ୍ତର ହ୍ରାସ ପାଇ କୂଅ ଏବଂ ନଳକୂପ ଗୁଡ଼ିକ ଶୁଖିଯାଇଛି, ଯାହା ଫଳରେ ଗବରନଳା ଡିଗେରିସୁଗାରେ ଜଳକଷ୍ଟ ଦେଖାଦେଇଛି ଖରାଦିନେ ନଦୀ ନାଳ ଶୁଖିଯିବା ସହ ପାନୀୟ ଜଳର ମୁଖ୍ୟ କୂଅଗୁଡ଼ିକ ସମ୍ପୂର୍ଣ୍ଣ ଅକାମୀ ହୋଇପଡ଼ିଛି। ମୁଖ୍ୟ ସମସ୍ୟା ଓ କାରଣ ଜଳସ୍ତର ହ୍ରାସ: ପ୍ରଖର ଖରା ଯୋଗୁଁ ତଳକୁ ତଳକୁ ଖସିଯାଉଛି। ନଳକୂପ ଅକାମୀ: ଜଳସ୍ତର କମିବା ଯୋଗୁଁ ସାଧାରଣ ନଳକୂପରୁ ପାଣି ବାହାରୁ ନାହିଁ। ବିକଳ୍ପର ଅଭାବ: ପୋଖରୀ ଓ ଜଳାଶୟ ଶୁଖିଯିବାରୁ ଲୋକେ ଗାଧୋଇବା ଓ ଶୌଚ ପାଇଁ ମଧ୍ୟ ପାଣି ପାଉନାହାନ୍ତି। ଗବରନଳା ଡିଗେରିସୁଗା ଗ୍ରାମବାସୀ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0