।। ଗାଁ କୁ ନାହଁ ରାସ୍ତା ଯାଇ ପାରୁ ନାହିଁ ଆମ୍ବୁଲାନ୍ସ ଗାଡ଼ି ଦୁଇ କିଲୋମିଟର ଧରି ରୋଗୀ କୁ ନେଇ ଯାଉଛନ୍ତି ଗାଁ ଲୋକେ ।।

Jul 24, 2025 - 20:55
 0  9
।। ଗାଁ କୁ ନାହଁ ରାସ୍ତା ଯାଇ ପାରୁ ନାହିଁ ଆମ୍ବୁଲାନ୍ସ ଗାଡ଼ି ଦୁଇ କିଲୋମିଟର ଧରି ରୋଗୀ କୁ ନେଇ ଯାଉଛନ୍ତି ଗାଁ ଲୋକେ ।।

ଏ ହେ ମୁଖ୍ୟମନ୍ତ୍ରୀ ମୋହନ ସରକାର ଆମକୁ ରାସ୍ତା ଦିଅ ନହେଲେ ଆମେ ମାନେ ରାଜ ରାସ୍ତାରେ ଧାରଣାରେ ଦେବୁ ବୋଲି ଚେତାବନୀ ଦେଲେ ଗ୍ରାମବାସୀ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମର କୋଲଣି ସାହି କୁ ରାସ୍ତା ନଥିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋ ହୋଇ ଆସୁଛି ସୂଚନା ଅନୁଯାୟୀ କେନ୍ଦୁଆପଡା ଗ୍ରାମର କୋଲଣି ସାହିକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଡ଼ି କି ଚାରି ଚକିଆ ଗାଡ଼ି ମଧ୍ୟ ଯାଇ ପାରୁ ନାହିଁ ଦୀର୍ଘ ବର୍ଷ ହେବ ଏହି କୋଲଣି କୁ ରାସ୍ତା ନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଲୋକ ମାନେ ଦୁଇ କିଲୋମିଟର ଧରି ରୋଗୀ କୁ ନେଇ ଯାଉଛନ୍ତି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କୁ ଯାଇ ଗୁହାରି କଲେ ମଧ୍ୟ ତାଙ୍କର କଥା କେହି ଶୁଣୁ ନଥିବାରୁ ଗ୍ରାମବାସୀ ମାନେ କହିଛନ୍ତି ଆମ କେନ୍ଦୁଝର ଜିଲ୍ଲାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆମ ସାହି କୁ ଶିଘ୍ର ରାସ୍ତା କରି ଦିଅନ୍ତୁ ନହେଲେ ଆମେ ମାନେ ରାଜ ରାସ୍ତାରେ ଧାରଣା ଦେବୁ ବୋଲି ଚେତାବନୀ ଦେଲେ ଗ୍ରାମବାସୀ ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ