।। କୋରାପୁଟ,ଶହରରେ ଜୟ,ବିଜେଡି,ଜୟ ନବୀନ ଜୟ , ଶଙ୍ଖ,ସଭଦରେ କମ୍ପୁଥିଲା ସାରା ସହର ।।

May 5, 2024 - 08:03
 0  7
।। କୋରାପୁଟ,ଶହରରେ ଜୟ,ବିଜେଡି,ଜୟ ନବୀନ ଜୟ , ଶଙ୍ଖ,ସଭଦରେ କମ୍ପୁଥିଲା ସାରା ସହର ।।

କୋରାପୁଟ ଜିଲ୍ଲା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ପଲିସ ପଡିଆରେ ଜଗଦାନ କରିଥିଲେ ତାସହିତ ଭି, କେ, ପାଣ୍ଡିନ ମଧ୍ୟ୍ୟ ଆସିଥିଲେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଓ କୌସୁଲିଆ ହି କକା ଓ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ପ୍ରତେକ ବ୍ଲକ ର ବିଜେଡି ସଭାପତି ଓ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ବଉତ ସଂଖ୍ୟା ରେ ଜନଗଉଲି ଦେଖିବାକୁ ମିଳିଛି ବହୁତ ଦୁରଦୂତ୍ର ଲୋକମାନେ ଆସିଥିଲେ ନଭରଙ୍ଗପୁର ଜିଲ୍ଲା ର ଲୋକ ମଧ୍ୟ୍ୟ ଆସିଥିଲେ ଓ ମାନକାନଗିରି ଜିଲ୍ଲା ର ଲୋକ ମଧ୍ୟ୍ୟ ଦେଖିବାକୁ ମିଳିଛି କୋରାପୁଟ ରୁ ପଲିସ ପଡିଆ ଯାହେଁ,ଜୟ ,ନବୀନ, ଜୟ ବିଜେଡି, ଜୟ ଶଙ୍ଖ,ରେ , ସାରାଶହର କମ୍ପୁତିଲା ବିଜେଡି କର୍ମୀ ଓ ଜନସାଧାରଣ ସମସ୍ତ ଉପସ୍ଥିତ ତାଇ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ଓ ଭି, କେ, ପାଣ୍ଡିନ, କୁ ସ୍ଵଗତମ କରିଥିଲେ

ଲମତାପୁଟ ରୁ ସୁବାଷ ମାଳି ର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ