।। କୁଲାବିର ଗ୍ରାମରେ ଶ୍ରୀ ସୁରେନ୍ଦ୍ର ଖିଲଙ୍କ ଘର ସର୍ଟସର୍କିଟ ଯୋଗୁ ନିଆଁରେ ଧ୍ୱଂସ ।।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦପୁର ବ୍ଲକ କୁଲାବିର ଗ୍ରାମରେ ଶ୍ରୀ ସୁରେନ୍ଦ୍ର ଖିଲଙ୍କ ଘର ସର୍ଟସର୍କିଟ ଯୋଗୁ ନିଆଁରେ ଘର ଧ୍ୱଂସ ହେବା ଖବର ପାଇ ଶ୍ରୀ ସାମ୍ବା ପାଙ୍ଗି ଦଳୀୟ କର୍ମୀଙ୍କ ସହିତ ପରିବାରଙ୍କୁ ସମବେଦନା ଜଣାଇବାକୁ ପହଞ୍ଚିଲେ ସାଥିରେ ପୂର୍ବ ବ୍ଲକ ଅଧ୍ୟକ୍ଷ ଶ୍ରୀ ଗୋପାଳ ମାଟାମ, ଦେବେନ୍ଦ୍ର ଖେମୁଣ୍ଡୁ, ପୂର୍ବ ସରପଞ୍ଚ ଜଗନ୍ନାଥ, ସୀମା ନାୟକ, ଶଶୀ ନାୟକ, ଧନପତି ଖେମୁଣ୍ଡୁ, ରାମଚନ୍ଦ୍ର ଖିଲ, ଅଶୋକ କନ୍ଧପାନ ଏବଂ ଜଗଦୀଶ ବାଘ, ଏବଂ ଅଂଚଳର ବରିଷ୍ଠ କନିଷ୍ଠ କଂଗ୍ରେସ କର୍ମୀଙ୍କ ସହିତ କୁଲାବିର ଗ୍ରାମରେ ପହଁଞ୍ଚି ଘର ପଡ଼ିଥିବା ପରିବାରଙ୍କୁ କିଛି ଆର୍ଥିକ (7000/-) ସହଯୋଗ କଲେ ଏବଂ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଉଚିତ କ୍ଷତିପୁରଣ ଦେବା ନିମନ୍ତେ ଦାବି କଲେ ।
ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥ5ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0