।। କୁଇକୁଳ ସମିତି ଶାଖା କୋଟଗଡ଼ ପକ୍ଷରୁ ଜମି ଉପରେ ଲାଗିଥିବାରୁ ବିବାଦ ସୃଷ୍ଟି ହେଉଛି ।।
ସ୍ଥାନ = କୋଟଗଡ଼ ତା 19/3/2026 ଜମି ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି କୁଇକୁଳ ସମିତି ଶାଖା କୋଟଗଡ଼ ପକ୍ଷରୁ, ଏହି ଜମି ଉପରେ ଲାଗିଛି ବୋଲି ପ୍ରତିବାଦ କରୁଛନ୍ତି ଏବଂ ଏହି ଜାଗାରେ ସରକାରଙ୍କ I E T I କଲେଜ ନିର୍ମାଣ ମଧ୍ୟ କରିବାକୁ ଘୋର ବିରୋଧ କରୁଛନ୍ତି l କାରଣ କଣ ହଁ ଆଜ୍ଞା ଏହି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ, ବ୍ଲକରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟକୁ ବୁଲି ବୁଲି ଦେଖିଛନ୍ତି ବାଲିଗୁଡା ଉପ ଜିଲ୍ଲାପାଳ ଶ୍ରୀମତି ପ୍ରଣିତା ଦାସ ଉପସ୍ଥିତ ଥିଲେ SDPO ଶ୍ରୀଯୁକ୍ତ ରାମେନ୍ଦ୍ର ପ୍ରସାଦ ବାଲିଗୁଡ଼ା PITDA ଶ୍ରୀଯୁକ୍ତ କୃପାସିନ୍ଧୁ ବେହେରା କୋଟଗଡ଼ ତହସିଦାର ଏବଂ ଅଥିରିକ୍ତ ତହସିଦାର ଶ୍ରୀଯୁକ୍ତ ଅମର କୁମାର ପରାସେଟ୍ କୋଟଗଡ଼ ଥାନା ଅଧିକାରୀ ଶ୍ରୀଯୁକ୍ତ ସନ୍ଦୀପ କୁମାର ସ୍ୱାଇଁ ଭାରତୀୟ ଜନତା ପାର୍ଟିର ଯୁବ ନେତା ଶ୍ରୀଯୁକ୍ତ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରେ ଜାଗା ଚି଼ହ୍ନଠ କରି କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଶ୍ରୀଯୁକ୍ତ ପ୍ରକାଶ ସୁବୁଦ୍ଧିଙ୍କୁ ଦିଆଗଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କୋଟଗଡ଼ରେ ସରକାରୀ କର୍ମଚାରୀ ମାନେ ସରକାର ଜମିରେ ଘର କରି ଭଡ଼ା ଦେଉଛନ୍ତି ଏହା ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏହା ଗୋଟିଏ ନୁହେଁ ଆସନ୍ତୁ ଆମେ ଦେଖାଇଦେବୁ ବୋଲି ପ୍ରଶ୍ନ କରିଛନ୍ତି ଉପଜିଲ୍ଲାପାଳଙ୍କର ଉତ୍ତର ସମସ୍ତଙ୍କର ଚି଼ହ୍ନଠ କରାଯିବ ଏବଂ ଭଙ୍ଗା ଯିବ ବୋଲି କହିଛନ୍ତି ହଠାତ କୋଟଗଡ ଆଇ ଟି ଆଇ ନୂତନ ହଷ୍ଟେଲ ନିର୍ମାଣ କାର୍ଯ୍ୟ ତଦାରଖ କରିବା ପରେ ନୂତନ ଛାତ୍ରାବାସ ବଜାର ସ୍କୁଲ ପରବର୍ତ୍ତୀ ଖାରିନାଳ ନିର୍ମାଣ କାର୍ଯ୍ୟ ସରିଥିବା ଛାତ୍ରାବାସ ବୁଲି ତଦାରଖ କରିବା ପରେ ନୂତନ ଭାବେ ହେବାକୁ ଥିବା ପେଟ୍ରୋଲ ପମ୍ପର ଉପରେ ମଧ୍ୟ ଲୋକ ଦେଉ ନଥିବା ଜଗା ଦେଖି ଫେରିଛନ୍ତି ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ / ଖବର ପ୍ରସାରଣ ପରେ ପ୍ରଶାସନଙ୍କ ଅପେକ୍ଷାରେ ଅଞ୍ଚଳବାସି ।
କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ FIRST NEWS ODISHA
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0