।। ସେମିଳିଗୁଡା ଯୁବକ ସଂଘ ପକ୍ଷରୁ ରାତ୍ରୀକାଳୀନ ପାଞ୍ଚଦିନ କ୍ରିକେଟ୍ ଟ୍ରୁନାମେଣ୍ଟ ଉଦ୍ଘାଟନ ।

Apr 8, 2024 - 15:34
 0  10
।। ସେମିଳିଗୁଡା ଯୁବକ ସଂଘ ପକ୍ଷରୁ  ରାତ୍ରୀକାଳୀନ ପାଞ୍ଚଦିନ କ୍ରିକେଟ୍ ଟ୍ରୁନାମେଣ୍ଟ ଉଦ୍ଘାଟନ ।

କୋରାପୁଟ ଜିଲ୍ଲା ସେମିଳିଗୁଡା ଠାରେ ଆଜି ସେମିଳିଗୁଡା ଯୁବକ ସଂଘ ପକ୍ଷରୁ ରାତ୍ରୀକାଳୀନ ପାଞ୍ଚଦିନ କ୍ରିକେଟ୍ ଟ୍ରୁନାମେଣ୍ଟ ଉଦ୍ଘାଟନ ହାଇଯାଇଛି ଏଠାରେ ମୁଖ୍ୟ ଅତିଥି ଭାବରେ ପଟାଙ୍ଗୀ ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପାଙ୍ଗି, ସମ୍ମାନିତ ଅତିଥି ଯୁବ ନେତା ଅମିତ୍ ଅଗ୍ରୱାଲ, ସ୍ଥାନୀୟ ପାରିଷଦ ସୁଶ୍ରୀ ମମତା ରାୟ, ସମିତି ସଭ୍ୟ ସୁନ୍ଦର କୁଲଦୀପ, ପାରିଷଦ ରବୀନ୍ଦ୍ର ପ୍ରଧାନ, ମନୋଜ ସୁନା, ପ୍ରଜ୍ଞାମୟୀ ନାୟକ , ଯୋତି କୁଲଦୀପ, ବୁଦ୍ରି ଆଲମ୍ପଡ଼ିଆ ଙ୍କ ଦ୍ଵାରା ଉଦଘାଟନ ହୋଇ ଯାଇଥିଲା । ୟୁଥ୍ କ୍ଳବ୍ ସଭାପତି ଓମ୍ ପ୍ରକାଶ ଧଳ ଙ୍କ ନେତୃତ୍ୱରେ ଏହି ପାଞ୍ଚଦିନ କ୍ରିକେଟ୍ ମ୍ୟାଚ୍ ଆୟୋଜିତ କରାଯାଇଥିଲା । ଉଦ୍ଘାଟନୀର ପ୍ରଥମ ମ୍ୟାଚରେ ଜଗଦଲପୁର ସହ କୋରାପୁଟ ସହ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଆର୍କୁ ଏହା ଏଭିନିଙ୍ଗୀ ଜୟପୁର ହୋଇଥିଲା । ଓମ୍ପୀୟର ପିଙ୍କୁ ଜାଲ ଓ ମୋହନ ଦାସ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସେମିଳିଗୁଡା ୟୁଥ୍ କ୍ଳବ୍ ସଭ୍ୟ ବିଶ୍ୱଜିତ୍ ରାୟ , ସୁରଜ୍ କାଡାମ୍, ରିତିକ ସିମ୍ବବାଲ, ସୋହେଲ ଖାନ୍।

 ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ